ETV Bharat / sports

ମୁମ୍ବାଇ କ୍ଲବରେ ରେଡ୍; କ୍ରିକେଟର ରାଇନା ଓ ଗୁରୁ ରାନ୍ଧୱା ଗିରଫ, ମିଳିଲା ଜାମିନ - ଗିରଫ ନ୍ୟୁଜ

ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଓ ଗାୟକ ଗୁରୁ ରାନ୍ଧୱା ମୁମ୍ବାଇରେ ଗିରଫ ହୋଇଥିଲେ । ଅଧିକ ପଢନ୍ତୁ...

Cricketer Suresh Raina, singer Guru Randhawa arrested in Mumbai
କ୍ରିକେଟର ସୁରେଶ ରାଇନା, ଗୁରୁ ରାଣ୍ଢୱା ମୁମ୍ବାଇରେ ଗିରଫ, ମିଳିଲା ଜାମିନ
author img

By

Published : Dec 22, 2020, 3:39 PM IST

ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଓ ଗାୟକ ଗୁରୁ ରାନ୍ଧୱା ମୁମ୍ବାଇରେ ଗିରଫ ହୋଇଥିଲେ । ମୁମ୍ବାଇ ଏୟାରପୋର୍ଟ ନିକଟବର୍ତ୍ତୀ ମୁମ୍ବାଇ ଡ୍ରାଗୋନପ୍ଲାଏ କ୍ଳବରେ ଚଢାଉ ବେଳେ ଗିରଫ ହୋଇଥିଲେ ରାଇନା । ତେବେ ପରେ ଜାମିନରେ ମୁକୁଳିଥିଲେ ।

ରାଇନା, ରାନ୍ଧୱାଙ୍କ ବ୍ୟତୀତ ଅନ୍ୟ 32 ଜଣଙ୍କୁ ମଧ୍ୟ କୋଭିଡ-19 ଗାଇଡଲାଇନ ଉଲ୍ଲଙ୍ଘନ ପାଇଁ ଚଢାଉ ବେଳେ ଗିରଫ କରିଥିଲା ପୋଲିସ ।

ସାହାର ପୋଲିସ ଷ୍ଟେସନର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, କୋଭିଡ କଟକଣାକୁ ଉଲଂଘନ କରି ଓ ଅଟକ ଓ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ରାଇନା ଓ ରାନ୍ଧୱା ଥିଲେ । ପରେ ଅଭିଯୁକ୍ତ ଜାମିନରେ ମୁକୁଳିଥିଲେ ।

ସମସ୍ତ 34 ବ୍ୟକ୍ତିଙ୍କୁ ଧାରା 188, 269, 34 ଅନୁଯାୟୀ ଅଟକ ରଖାଯାଇଥିଲା । କ୍ଳବ ଖୋଲା ରହିବା ପାଇଁ ମିଳିଥିବା ନିର୍ଦ୍ଧାରିତ ସମୟ ଅନୁମତିର ଉଲ୍ଲଙ୍ଘନ ଓ କୋଭିଡ କଟକଣା ପାଳନ ନହୋଇଥିବା ଯୋଗୁଁ ମୁମ୍ବାଇ ଡ୍ରାଗୋନପ୍ଲାଏ କ୍ଳବରେ ଚଢାଉ କରାଯାଇଥିଲା ।

ବ୍ରିଟେନରେ ନୂଆ କୋରୋନା ଭାଇରସର ସଂକ୍ରମଣ ହୋଇଥିବା ଯୋଗୁଁ ପ୍ରତିଷେଧମୂଳକ ପଦକ୍ଷେପ ଅନୁଯାୟୀ, ମହାରାଷ୍ଟ୍ର ସରକାର ମ୍ୟୁନିସିପାଲ କର୍ପୋରେସନ ଅଞ୍ଚଳରେ କର୍ଫ୍ୟୁ ଜାରି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.