ETV Bharat / sports

କ୍ରିକେଟରରୁ ରାଜନେତା ବନିଥିବା ଚେତନ ଚୌହାନଙ୍କ ମୃତ୍ୟୁ, କ୍ରୀଡାଜଗତରେ ଶୋକ - ଚେତନ ଚୌହାନଙ୍କ ମୃତ୍ୟୁ

କୋଭିଡ 19 ପଜିଟିଭ ଚିହ୍ନଟ ହେବାପରେ ରବିବାର ଉତ୍ତର ପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ 73 ବର୍ଷ ବୟସ ହୋଇଥିଲା । ସେ ରବିବାର ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

Cricket fraternity mourns demise of Cricketer-turned-politician Chetan Chauhan
କ୍ରିକେଟରରୁ ରାଜନେତା ବନିଥିବା ଚେତନ ଚୌହାନଙ୍କ ମୃତ୍ୟୁ, କ୍ରୀଡାଜଗତରେ ଶୋକ
author img

By

Published : Aug 16, 2020, 8:01 PM IST

Updated : Aug 16, 2020, 10:37 PM IST

ହାଇଦ୍ରାବାଦ: କୋଭିଡ 19 ପଜିଟିଭ ଚିହ୍ନଟ ହେବାପରେ ରବିବାର ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ 73 ବର୍ଷ ବୟସ ହୋଇଥିଲା । ସେ ରବିବାର ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲେର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

  • Shri Chetan Chauhan Ji distinguished himself as a wonderful cricketer and later as a diligent political leader. He made effective contributions to public service and strengthening the BJP in UP. Anguished by his passing away. Condolences to his family and supporters. Om Shanti.

    — Narendra Modi (@narendramodi) August 16, 2020 " class="align-text-top noRightClick twitterSection" data=" ">
  • पूर्व अंतरराष्ट्रीय खिलाड़ी, मंत्रिमंडल में मेरे सहयोगी, श्री चेतन चौहान जी के असामयिक निधन का व्यथित कर देने वाला समाचार प्राप्त हुआ।

    प्रभु श्री राम, श्री चौहान जी के परिजनों को इस अपार दुःख को सहने की शक्ति एवं दिवंगत आत्मा को अपने श्री चरणों में स्थान प्रदान करें।

    ॐ शांति

    — Yogi Adityanath (@myogiadityanath) August 16, 2020 " class="align-text-top noRightClick twitterSection" data=" ">
  • Deeply saddened to learn of the passing away of noted cricketer and leader from UP, #ChetanChauhan. As a sportsperson and later as an administrator, he cemented a legacy. My condolences to the bereaved family.

    — Naveen Patnaik (@Naveen_Odisha) August 16, 2020 " class="align-text-top noRightClick twitterSection" data=" ">

ଚେତନ ଚୌହାନ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରରେ ଦ୍ବିତୀୟ ମନ୍ତ୍ରୀ ଭାବେ କୋରୋନା ଭାଇରସ ସଂକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି । ପୂର୍ବରୁ ଅଗଷ୍ଟ 2ରେ ୟୁପି ମନ୍ତ୍ରୀ କମଲ ରନି ବରୁଣ କୋରୋନା ଭାଇରସରେ ପ୍ରାଣ ହରାଇଥିଲେ ।

ଚେତନ ଚୌହାନଙ୍କ ମୃତ୍ୟୁରେ କ୍ରିକେଟ ଜଗତର ପୂର୍ବତନ କ୍ରିକେଟରଙ୍କ ସମେତ ବର୍ତ୍ତମାନର କ୍ରିକେଟର ଓ ପ୍ରଧାନମନ୍ତ୍ରୀ ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି ।

ଆଇସିସି ମଧ୍ୟ ଟ୍ବିଟ ଯୋଗେ ଶ୍ରଦ୍ଧାଞ୍ଜଳି ଜଣାଇଛି ।

  • Saddened to know about Chetan Chauhan ji passing away. My condolences to his family.

    — Ajinkya Rahane (@ajinkyarahane88) August 16, 2020 " class="align-text-top noRightClick twitterSection" data=" ">
  • Sad to hear about the demise of Chetan Chauhan sir, was a fine opening batsmen and forged some great partnerships with Sunny bhai. #COVID19India #ChetanChauhan My deepest condolences to his family and friends.🙏 RIP

    — Ashwin 🇮🇳 (@ashwinravi99) August 16, 2020 " class="align-text-top noRightClick twitterSection" data=" ">
  • My deep condolences to Chetan Chauhan's family and well wishers on his passing. Om Shanti !

    — Virender Sehwag (@virendersehwag) August 16, 2020 " class="align-text-top noRightClick twitterSection" data=" ">

ସେ ଟିମ ଇଣ୍ଡିଆ ପାଇଁ 7ଟି ଅନ୍ତର୍ଜାତୀୟ ଦିନିକିଆ ଓ 40ଟି ଟେଷ୍ଟ ଖେଳିଛନ୍ତି । ଟେଷ୍ଟ କ୍ରିକେଟରେ 16 ଅର୍ଦ୍ଧଶତକ ସହ, ତାଙ୍କ ନାମରେ 2,084 ରନ ରହିଛି । କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ଓପନିଂ ପାର୍ଟନର ରହିଥିଲେ ଚୌହାନ । ଟେଷ୍ଟରେ 97 ରନ ତାଙ୍କର ସର୍ବାଧିକ ରନ । ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ ସହ ମଧ୍ୟ ସେ କାର୍ଯ୍ୟ କରିଛନ୍ତି ।

  • Sad to learn about the demise of #ChetanChauhan . My heartfelt condolences to his family and friends. Om Shanti !

    — VVS Laxman (@VVSLaxman281) August 16, 2020 " class="align-text-top noRightClick twitterSection" data=" ">

ଚୌହାନ ମହାରାଷ୍ଟ୍ର ଓ ଦିଲ୍ଲୀ ପାଇଁ ରଣଜୀ ଖେଳିଥିବାବେଳେ, 1981ରେ ଅର୍ଜୁନ ଆୱାର୍ଡରେ ସମ୍ନାନିତ ହୋଇଛନ୍ତି ।

  • Sad to hear about #ChetanChauhan Sir's demise. His contribution to Indian Cricket and Politics was immense. My prayers are with the family!

    — Shikhar Dhawan (@SDhawan25) August 16, 2020 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 16, 2020, 10:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.