ETV Bharat / sports

କ୍ରିକେଟ କ୍ୟାଲେଣ୍ଡରରେ ପରିବର୍ତ୍ତନ ଜରୁରୀ: ମହମ୍ମଦ ଆଝାରୁଦ୍ଦିନ - redraw the International calender

ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡରରେ ଫ୍ୟୁଚର ଟୁର ଆଣ୍ଡ ପ୍ରୋଗ୍ରାମ(FTP) ପରିବର୍ତ୍ତନର ଆବଶ୍ୟକତା ରହିଥିବା କହିଛନ୍ତି ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନ ।

Cricket boards should come together to redraw the International calender: Mohammad Azharuddin
କ୍ରିକେଟ କ୍ୟାଲେଣ୍ଡରେ ପରିବର୍ତ୍ତନ ଜରୁରୀ: ମହମ୍ମଦ ଆଝାରୁଦ୍ଦିନ
author img

By

Published : Apr 12, 2020, 5:14 PM IST

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡରରେ ଫ୍ୟୁଚର ଟୁର ଆଣ୍ଡ ପ୍ରୋଗ୍ରାମ(FTP) ପରିବର୍ତ୍ତନର ଆବଶ୍ୟକତା ରହିଥିବା କହିଛନ୍ତି ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନ । ଏଥିପାଇଁ ସମସ୍ତ କ୍ରିକେଟ ବୋର୍ଡ ପଦକ୍ଷେପ ନେବା ସହ ଗସ୍ତ ଓ ମ୍ୟାଚ ସୂଚୀ ପୁନଃ ସ୍ଥିର କରିବା ଉଚିତ ବୋଲି ଆଝରୁଦ୍ଦିନ କହିଛନ୍ତି ।

କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ବିଶ୍ବର ପ୍ରାୟ ସମସ୍ତ କ୍ରୀଡା ଇଭେଣ୍ଟ ସହ କ୍ରିକେଟ ମଧ୍ୟ ବନ୍ଦ ରହିଛି । ସେଥିପାଇଁ ଦ୍ବିପାକ୍ଷିକ ସିରିଜ, ବିଶ୍ବ ଟେଷ୍ଟ ଚମ୍ପିଆନସିପ ଓ ଟି-20 ବିଶ୍ବକପ ପ୍ରସ୍ତୁତି ପ୍ରଭାବିତ ହୋଇଛି ।

ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନ ବର୍ତ୍ତମାନ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ(HCA)ର ସଭାପତି ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.