ETV Bharat / sports

କ୍ରିକେଟ ଅଷ୍ଟ୍ରେଲିଆରେ ହୋଇପାରେ ମହିଳା ସିଇଓ ନିଯୁକ୍ତି: ଏଲିସ ପେରୀ

ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ମହିଳା ସିଇଓ ନିଯୁକ୍ତି ନେଇ ପ୍ରସ୍ତୁତ । ଏହା କହିଛନ୍ତି ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ଏଲିସ ପେରୀ ।

author img

By

Published : Jun 19, 2020, 3:09 PM IST

Cricket Australia ready for a female CEO, says Ellyse perry
କ୍ରିକେଟ ଅଷ୍ଟ୍ରେଲିଆରେ ହୋଇପାରେ ମହିଳା ସିଇଓ ନିଯୁକ୍ତି: ଏଲିସ ପେରୀ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ମହିଳା ସିଇଓ ନିଯୁକ୍ତି ନେଇ ପ୍ରସ୍ତୁତ । ଏହା କହିଛନ୍ତି ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ଏଲିସ ପେରୀ ।

କେଭିନ ରୋବର୍ଟ ମୁଖ୍ୟ କାର୍ଯ୍ୟନିବାହୀ ପଦରୁ ଇସ୍ତଫା ଦେବାପରେ, ମଙ୍ଗଳବାର କ୍ରିକେଟ ଅଷ୍ଟ୍ରେଲିଆ ନିକ ହକଲେଙ୍କୁ ଅନ୍ତରୀଣ ସିଇଓ ନିଯୁକ୍ତ କରିଛି । ବୋର୍ଡରେ ଆର୍ଥିକ ପରିଚାଳନାରେ ସଙ୍କଟ ଦର୍ଶାଇ ରୋବର୍ଟ୍ସ ବୋର୍ଡର 80 ପ୍ରତିଶ୍ରତ କର୍ମଚାରୀଙ୍କୁ ଛଟେଇ ନିଷ୍ପତି କରିଥିଲେ । ଏହାପରେ ସେ ବିରୋଧର ସମ୍ମୁଖୀନ ହୋଇଥିଲେ ।

କ୍ରିକେଟ ଅଷ୍ଟ୍ରେଲିଆର ଚେୟାରମ୍ୟାନ ଏର୍ଲ ଏଡିଙ୍ଗ୍ସ, ମୁଖ୍ୟ କାର୍ଯ୍ୟନିବାହୀ ପଦ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଚୟନ କରିବ । ତେବେ ଅଲରାଉଣ୍ଡର ପେରୀଙ୍କ ସଙ୍କେତ ଅନୁସାରେ, ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏସନ ମୁଖ୍ୟ ଖ୍ରୀଷ୍ଟିଆନା ମାଥ୍ୟୁସ ଦାବିଦାର ହୋଇପାରନ୍ତି । ତେବେ 'ଦ ଅଷ୍ଟ୍ରେଲିଆନ'ର ଏକ ରିପୋର୍ଟ ଅନୁଯାୟୀ, ପୂର୍ବତନ ଇଂଲଣ୍ଡ କ୍ୟାପଟେନ ଆଣ୍ଡ୍ରିୟୁ ଷ୍ଟ୍ରସ ଏହି ପଦ ପାଇଁ ଆବେଦନ କରିପାରନ୍ତି । ବର୍ଷ 2015ରୁ 2018 ମଧ୍ୟରେ ଇଂଲଣ୍ଡ କ୍ରିକେଟର ନିର୍ଦ୍ଦେଶକ ଦାୟିତ୍ବ ତୁଲାଇଛନ୍ତି ଷ୍ଟ୍ରସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.