ETV Bharat / sports

କୋରୋନା ଭାଇରସ: 4 ହଜାର ଅସହାୟ ପିଲାଙ୍କୁ ସଚିନଙ୍କ ଆର୍ଥିକ ସହାୟତା - ମହାମାରୀ କୋରୋନା ଭାଇରସ

ମହାମାରୀ କୋରୋନା ଭାଇରସ ବିରୁଦ୍ଧରେ ଭାରତର ଲଢେଇ ଜାରି ରହିଛି । ଏହି ଲଢେଇରେ ସାମିଲ ହୋଇଛନ୍ତି ମହାନ କ୍ରିକେଟର ସଚିନ ତେନ୍ଦୁଲକର । 4,000 ଅସହାୟ ପିଲାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ସଚିନ ।

COVID-19: Sachin Tendulkar provides financial aid to 4000 underprivileged children
କୋରୋନା ଭାଇରସ: 4ହଜାର ପିଲାଙ୍କୁ ସଚିନଙ୍କ ଆର୍ଥିକ ସହାୟତା
author img

By

Published : May 9, 2020, 10:57 AM IST

ମୁମ୍ବାଇ: ମହାମାରୀ କୋରୋନା ଭାଇରସ ବିରୁଦ୍ଧରେ ଭାରତର ଲଢେଇ ଜାରି ରହିଛି । ଏହି ଲଢେିରେ ସାମିଲ ହୋଇଛନ୍ତି ମହାନ କ୍ରିକେଟର ସଚିନ ତେନ୍ଦୁଲକର । 4,000 ଅସହାୟ ପିଲାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ସଚିନ ।

  • Best wishes to team Hi5 for your efforts in supporting families of daily wage earners. https://t.co/bA1XdQIFhC

    — Sachin Tendulkar (@sachin_rt) May 8, 2020 " class="align-text-top noRightClick twitterSection" data=" ">

ମୁମ୍ବାଇର ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଅସହାୟ ପିଲାଙ୍କୁ ସାହାଯ୍ୟ ଉଦ୍ଦେଶ୍ୟରେ ସଚିନଙ୍କୁ ସହାୟତା ମଗାଯାଇଥିଲା । ଏହି ଅନୁରୋଧକୁ ରକ୍ଷା କରି ତୁରନ୍ତ ସହାୟତାର ହାତ ବଢାଇଥିଲେ ସଚିନ । ଏନେଇ ସଗଠନ ପକ୍ଷରୁ ସଚିନଙ୍କୁ କୃତଜ୍ଞତା ଜଣାଯାଇଛି ।

ପୂର୍ବରୁ ମଧ୍ୟ ସଚିନ କୋରୋନା ମୁକାବିଲା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ 25 ଲକ୍ଷ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 25 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.