ETV Bharat / sports

କୋରୋନା ସହାୟତା: ପାଣ୍ଠି ଯୋଗାଡ ପାଇଁ କ୍ରିକେଟରଙ୍କ ବ୍ୟାଟ ନିଲାମ

କୋରୋନା ସହାୟତା ପାଇଁ ବାଂଲାଦେଶ କ୍ରିକେଟରଙ୍କ ନିଆରା ପ୍ରୟାସ । ସହାୟତା ପାଣ୍ଠି ଯୋଗାଡ ପାଇଁ ନିଜର ଏକ ପସନ୍ଦର ବ୍ୟାଟକୁ ନିଲାମ କରୁଛନ୍ତି ମୁଶଫିକର ରହିମ ।

author img

By

Published : Apr 20, 2020, 1:21 PM IST

COVID-19: Mushfiqur Rahim to auction his 'Very precious' bat to raise funds
କୋରୋନା ସହାୟତା: ପାଣ୍ଠି ଯୋଗାଡ ପାଇଁ କ୍ରିକେଟରଙ୍କ ବ୍ୟାଟ ନିଲାମ

ହାଇଦ୍ରାବାଦ: କୋରୋନା ସହାୟତା ପାଇଁ ବାଂଲାଦେଶ କ୍ରିକେଟରଙ୍କ ନିଆରା ପ୍ରୟାସ । ସହାୟତା ପାଣ୍ଠି ଯୋଗାଡ ପାଇଁ ନିଜର ଏକ ପସନ୍ଦର ବ୍ୟାଟକୁ ନିଲାମ କରୁଛନ୍ତି ମୁଶଫିକର ରହିମ ।

ଏହି ବ୍ୟାଟରେ ଟେଷ୍ଟ କ୍ରିକେଟରେ ଦ୍ବିଶତକ ହାସଲ କରିଥିଲେ ମୁଶଫକିର । ଏନେଇ ନିଜ ଟ୍ବିଟ ପେଜରେ ସୂଚନା ଦେଇଛନ୍ତି ବାଂଲାଦେଶର ଏହି ଭେଟେରାନ କ୍ରିକେଟର । ନିଲାମରୁ ଆୟ ଅର୍ଥରାଶିକୁ ଦେଶବାସୀଙ୍କ ପାଇଁ କୋରୋନା ସହାୟତା ଆକାରରେ ଦାନ କରିବେ ବୋଲି ମୁଶଫିକର କହିଛନ୍ତି ।

ପୂର୍ବରୁ ଇଂଲଣ୍ଡ କ୍ରିକେଟର ଜସ ବଟଲର ନିଜର ବିଶ୍ବକପ ବିଜୟୀ ଟି-ସାର୍ଟ ନିଲାମ କରି, କୋରୋନା ସହାୟତା ରାଶି ପ୍ରଦାନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.