ETV Bharat / sports

ମୁମ୍ବାଇରେ କୋରୋନା ସ୍ଥିତି ସଙ୍ଗୀନ, ୱାଙ୍ଖେଡେ ଷ୍ଟାଡିୟମ ହେବ କ୍ବାରେଣ୍ଟିନ ସେଣ୍ଟର - Wankhede Stadium as quarantine

ମୁମ୍ବାଇର ଐତାହାସି ୱାଙ୍ଖେଡେ କ୍ରିକେଟ ଷ୍ଟାଡିୟମ ହୋଇପାରେ କୋରୋନା ଭାଇରସ କ୍ବାରେଣ୍ଟିନ ସେଣ୍ଟର । ବ୍ରିହାନମୁମ୍ବାଇ ମୁନସିପାଲ କର୍ପୋରେସନ(BMC) କୁ ମୁମ୍ବାଇ କ୍ରିକେଟ ଆସୋସିଏସନ(MCA) ପକ୍ଷରୁ ଷ୍ଟାଡିୟମ ଅଫର କରିବା ନେଇ ସୂଚନା ମିଳିଛି ।

Coronavirus: MCA likely to offer Wankhede Stadium as quarantine facility
ମୁମ୍ବାଇରେ କୋରୋନା ସ୍ଥିତି ସଙ୍ଗୀନ, ୱାଙ୍ଖେଡେ ଷ୍ଟାଡିୟମ ହେବ କ୍ବାରେଣ୍ଟିନ ସେଣ୍ଟର
author img

By

Published : May 16, 2020, 2:09 PM IST

ନୂଆଦିଲ୍ଲୀ: ମୁମ୍ବାଇର ଐତାହାସିକ ୱାଙ୍ଖେଡେ କ୍ରିକେଟ ଷ୍ଟାଡିୟମ ହୋଇପାରେ କୋରୋନା ଭାଇରସ କ୍ବାରେଣ୍ଟିନ ସେଣ୍ଟର । ବ୍ରିହାନମୁମ୍ବାଇ ମୁନିସପାଲ କର୍ପୋରେସନ(BMC) କୁ ମୁମ୍ବାଇ କ୍ରିକେଟ ଆସୋସିଏସନ(MCA) ପକ୍ଷରୁ ଷ୍ଟାଡିୟମ ଅଫର କରିବା ନେଇ ସୂଚନା ମିଳିଛି ।

ପୂର୍ବରୁ ଏନେଇ BMC ପକ୍ଷରୁ ଏମସିଏକୁ କୋରୋନା ମୁକାବିଲା ପାଇଁ ଅନୁରୋଧ କରାଯାଇଥିଲା । ଏମସିଏର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଆଲୋଚନା ପରେ ସହମତି ପ୍ରକାଶ ପାଇଛି । ମହାମାରୀ ଆଇନ 1897 ଅନୁଯାୟୀ ବିଏମସି କମିଶନରଙ୍କ ଗାଇଡଲାଇନ ସହ ଷ୍ଟାଡିୟମର ହସ୍ତାନ୍ତର ପାଇଁ ନିଷ୍ପତି ହୋଇଛି ।

ଦେଶରେ କୋରୋନା ଭାଇରସ ପଜିଟିଭ ସଂଖ୍ୟା ମାହାରାଷ୍ଟ୍ରରେ ସର୍ବାଧିକ ରହିଛି । ପ୍ରାୟ 21ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, 6,564 ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ 1000ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଶୁକ୍ରବାର 933 ନୂଆ ପଜିଟିଭ କେସ ମୁମ୍ବାଇରେ ଚିହ୍ନହୋଇତିବା ବେଳେ, 24 ଜଣଙ୍କ ମୃ୍ତ୍ୟୁ ହୋଇଥିଲା । କେବଳ ମୁମ୍ବାଇରେ ମୋଟ ପଜିଟିଭଙ୍କ ସଂଖ୍ୟା 17000 ପାର କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.