ETV Bharat / sports

ଶାସ୍ତ୍ରୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ହେସନ

ପୁଣି ଭାରତ କ୍ରିକେଟ ଟିମର ମୁଖ୍ୟ କୋଚ ହେଲେ ରବି ଶାସ୍ତ୍ରୀ । ଏହାପରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ଟିମ ତଥା କିଙ୍ଗସ୍‌ ଇଲେଭନ ପଞ୍ଜାବର ପୂର୍ବତନ ମୁଖ୍ୟ କୋଚ ମାଇକ ହେସନ ଶାସ୍ତ୍ରୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।

author img

By

Published : Aug 17, 2019, 1:00 PM IST

ଡିଜାଇନ ଫଟୋ

ମୁମ୍ବାଇ: ଗତକାଲି କ୍ରିକେଟ୍ ଆଡଭାଇଜରୀ କମିଟି (ସିଏସି) ନିଜ ଚୟନ ପ୍ରକ୍ରିୟାରେ ରବି ଶାସ୍ତ୍ରୀଙ୍କୁ ପୁଣି ଦଳର ମୁଖ୍ୟ କୋଚ ପଦରେ ନିଯୁକ୍ତ କରିିଛି । ଏହି ପ୍ରକ୍ରିୟାରେ 2ୟ ସ୍ଥାନରେ ମାଇକ୍ ହେସନ୍ ରହିଥିଲେ । ତାଙ୍କୁ ପଛରେ ପକାଇ ରବି ଶାସ୍ତ୍ରୀ ପ୍ରଥମ ସ୍ଥାନରେ ରହିଥିଲେ ।

ଏହାପରେ ମାଇକ ହେସନ ଟ୍ବିଟ କରି ରବି ଶାସ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ଯେ, ଟିମ ଇଣ୍ଡିଆର ଦ୍ୱିତୟ ଥର ମୁଖ୍ୟ କୋଚ ହୋଇଥିବାରୁ ଅଭିନନ୍ଦନ । ଆଗାମୀ ସିଜନ ପାଇଁ ତମକୁ ଓ ଦଳକୁ ଶୁଭକାମନା । ଏହା ପରେ ଶାସ୍ତ୍ରୀ ରିଟ୍ବିଟ କରି କହିଛନ୍ତି ଯେ, ଶୁଭେଚ୍ଛା ପାଇଁ ଧନ୍ୟବାଦ ମାଇକ । କୋଚିଂର ଝଣ୍ଡା ସର୍ବଦା ଉଚ୍ଚରେ ରହୁ ।

Congratulation
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@CoachHesson

ଏହା ମଧ୍ୟ ପଢନ୍ତୁ:ଟୋକିଓ ଅଲମ୍ପିକ ଟେଷ୍ଟ: ବିଜୟରୁ ଯାତ୍ରା ଆରମ୍ଭ କଲା ମହିଳା ହକି ଦଳ

ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ରହିଛି । ଆଗାମୀ 2020 ଟି-20 ବିଶ୍ବକପ ଶେଷ ପର୍ଯ୍ୟନ୍ତ ସେ ଦଳର ମୁଖ୍ୟ କୋଚ ପଦରେ ରହିବେ । ମୁଖ୍ୟକୋଚ ହିସାବରେ ଏହା ତାଙ୍କର 2ୟ ପାଳି । ଗତକାଲି କପିଳ ଦେବ ପୁରା ଚୟନ ପ୍ରକ୍ରିୟାକୁ ନେଇ ଟପ୍ପଣୀ ଦେଇଥିଲେ । ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆର ଟମ୍ ମୁଡି, ଦ୍ବିତୀୟରେ ନ୍ୟୁଜିଲ୍ୟାଣ୍ଡର ମାଇକ୍ ହେସନ୍ ରହିଥିବା କହିଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.