ETV Bharat / sports

ୟୁନିଭର୍ସାଲ ବସଙ୍କ ସହ ମଦ ସମ୍ରାଟ, ଭାରତୀୟ ଫ୍ୟାନ୍ସଙ୍କ ଟ୍ରୋଲ

author img

By

Published : Jul 14, 2019, 5:13 PM IST

ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ସହ ନଜର ଆସିଲେ ୱେଷ୍ଟଇଣ୍ଡିଜ ଖେଳାଳି କ୍ରିସ ଗେଲ । ଉଭୟଙ୍କ ଫଟୋକୁ ଟ୍ରୋଲ କରିଛନ୍ତି ଭାରତୀୟ ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@henrygayle

ହାଇଦ୍ରାବାଦ: ବିଶ୍ବକପରୁ ବିଦାୟ ନେଇ ସାରିଛି କାରବିୟାନ ଦଳ । କିନ୍ତୁ ଇଂଲଣ୍ଡ ଛାଡିନାହାନ୍ତି ଷ୍ଟାର କ୍ରିକେଟର କ୍ରିସ ଗେଲ । ଏବେ ବି ଗେଲ ଇଂଲଣ୍ଡରେ ସମୟ କାଟୁଛନ୍ତି ।

malya

ଏଥି ମଧ୍ୟରେ ସେ ଫର୍ମୁଲା ଓ୍ବାନ ରେସ(ବ୍ରିଟିଶ ଗ୍ରାଣ୍ଡ ପ୍ରିକ୍ସ) ମଧ୍ୟ ଦେଖିବାକୁ ଯାଇଥିବାବେଳେ ଏକ ଫଟୋ ଉଠାଇ ଚର୍ଚ୍ଚାରେ ଅଛନ୍ତି । ସେହି ଫଟୋରେ ସେ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ସହ ନଜର ଆସିଛନ୍ତି । ଫଟୋକୁ ଖୋଦ ମାଲ୍ୟା ନିଜର ଟ୍ବିଟରରେ ସେୟାର କରିଛନ୍ତି ।

photo

chris

gayle

ତେବେ ତାଙ୍କର ଏହି ପୋଷ୍ଟକୁ ଭାରତୀୟ ଫ୍ୟାନ୍ସ ଜୋରଦାର ଟ୍ରୋଲ କରିଛନ୍ତି । ଭାରତୀୟ ପ୍ରଶଂସକ ଗେଲଙ୍କୁ ରିଟ୍ବିଟ କରି କହିଛନ୍ତି ଯେ ଦୟାକରି ମାଲ୍ୟାଙ୍କୁ ଭାରତକୁ କୋରିଅର କରିଦିଅନ୍ତୁ । ସୂଚନାଯୋଗ୍ୟ ଯେ ଠକେଇ ମାମଲାରେ ମାଲ୍ୟଙ୍କୁ ଭାରତ ସରକାର ପଳାତକ ଘୋଷଣା କରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.