ETV Bharat / sports

ରାଜକୀୟ ସମ୍ମାନ: ପଞ୍ଚଭୂତରେ ବିଲୀନ ଚେତନ ଚୌହାନ

author img

By

Published : Aug 17, 2020, 11:02 PM IST

ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଉତ୍ତର ପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହାନ ।

Chetan Chouhan cremated at with state honours
ରାଜକୀୟ ସମ୍ମାନରେ ଅନ୍ତିମ ସଂସ୍କାର ପଞ୍ଚଭୁତରେ ବିଲୀନ ଚେତନ ଚୌହାନ

ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହାନ । ସଂପୂର୍ଣ୍ଣ ରାଜକୀୟ ସମ୍ମାନରେ ସୋମବାର ହାପୁରର ଗଡମୁକ୍ତେଶ୍ବରରେ ଚୌହାନଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି ।

କ୍ରିକେଟରୁ ରାଜନେତା ବନିଥିବା ଚେତନ ଉତ୍ତରପ୍ରଦେଶ ସରକାରରେ ସିଭିଲ ସିକ୍ୟୁରିଟି, ହୋମ ଗାର୍ଡ ଓ ସୈନିକ ୱେଲଫେୟାର ବିଭାଗର କ୍ୟାବିନେଟ ମନ୍ତ୍ରୀ ରହିଥିଲେ । 73 ବର୍ଷୀୟ ଚୌହାନ ଗତ ମାସରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.