ETV Bharat / sports

ଚେନ୍ନାଇ ଟେଷ୍ଟ ଚତୁର୍ଥ ଦିନ: ଟି ବ୍ରେକ ସୁଦ୍ଧା ଇଂଲଣ୍ଡ 119/5

author img

By

Published : Feb 8, 2021, 2:44 PM IST

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଚତୁର୍ଥ ଦିନ ଖେଳ ଜାରି । 214ରନ୍‌ର ଲିଡ୍‌ ସହ 2ୟ ଇଂନିସ ଖେଳୁଛି ଟିମ୍‌ ଇଂଲଣ୍ଡ । ତେବେ ଟି ବ୍ରେକ ସୁଦ୍ଧା 5ଓ୍ବିକେଟ ହରାଇ 119ରନ୍‌ ସଂଗ୍ରହ କରିଛି ଅତିଥି ଦଳ ।

ଚେନ୍ନାଇ ଟେଷ୍ଟ, 4ର୍ଥ ଦିନ: ଟି ବ୍ରେକ ସୁଦ୍ଧା ଇଂଲଣ୍ଡ 119/5

ଚେନ୍ନାଇ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଚତୁର୍ଥ ଦିନ ଖେଳ ଜାରି । 214ରନ୍‌ର ଲିଡ୍‌ ସହ ଦ୍ବିତୀୟ ଇଂନିସ ଖେଳୁଛି ଟିମ୍‌ ଇଂଲଣ୍ଡ । ତେବେ ଟି-ବ୍ରେକ ସୁଦ୍ଧା 5 ଓ୍ବିକେଟ ହରାଇ 119ରନ୍‌ ସଂଗ୍ରହ କରିଛି ଅତିଥି ଦଳ ।

ଭାରତ ପକ୍ଷରୁ ଇଶାନ୍ତ ଶର୍ମା ସର୍ବାଧିକ 3ଟି ଓ୍ବିକେଟ ହାତେଇଥିବାବେଳେ ଇଶାନ୍ତ ଓ ବୁମରା ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଛନ୍ତି ।

ଇଂଲଣ୍ଡ ବୋଲର ରରି ବିନା ଖାତା ଖୋଲି ଆଉଟ୍‌ ହୋଇଥିବାବେଳେ ଡୋମିନିକ ସିବଲେ 16, ଡାନ ଲୱରେନ୍ସ 18, ଜୋ ରୁଟ୍‌ 40, ବେନ୍‌ ଷ୍ଟୋକ୍ସ 7ରନ୍‌ କରି ଆଉଟ୍‌ ହୋଇଛନ୍ତି ।

ଟି-ବ୍ରେକ ବେଳକୁ କ୍ରିଜରେ ଓଲି ପୋପ 18 ଓ ଜସ୍‌ ବଟଲର 14ରନ୍‌ କରି କ୍ରିଜରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.