ETV Bharat / sports

ଭାଷ୍ୟକାର ପ୍ୟାନେଲରୁ ବାଦ୍‌ ପଡ଼ିଲେ ମଞ୍ଜରେକର, ଟ୍ରୋଲ କଲା ସିଏସକେ - Sanjay Manjrekar

ଭାଷ୍ୟକାର ସଞ୍ଜୟ ମଞ୍ଜରେକରଙ୍କୁ ବିସିସିଆଇ ଭାଷ୍ୟକାର ପ୍ୟାନେଲରୁ ବାଦ୍‌ ଦେଇଛି ।

chennai-super-kings-troll-sanjay-manjrekar
ଭାଷ୍ୟକାର ପ୍ୟାନେଲରୁ ବାଦ୍‌ ପଡ଼ିଲେ ମଞ୍ଜରେକର, ଟ୍ରୋଲ କଲା ସିଏସକେ
author img

By

Published : Mar 15, 2020, 8:50 AM IST

ମୁମ୍ବାଇ: ଭାରତରେ କୋରୋନା ଭାଇରସ ଭୟ ପାଇଁ ଆଇପିଏଲ୍ 2020 ହୁଏତ 2 ସପ୍ତାହ ପାଇଁ ସ୍ଥଗିତ ହୋଇଥାଇପାରେ । କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସର ଟ୍ବିଟରରେ ନିଜର ଫ୍ୟାନ୍ସଙ୍କୁ ବାନ୍ଧି ରଖିଛି । ତେବେ ଇତିମଧ୍ୟରେ କ୍ରୀଡାଜଗତରେ ଘଟିଥିବା ଅନ୍ୟତମ ଖବରକୁ ନେଇ ସିଏସକେ ଏକ ମଜାଦାର ଟ୍ବିଟ କରିଛି ।

  • Still i have played twice the number of matches you have played and i m still playing. Learn to respect ppl who have achieved.i have heard enough of your verbal diarrhoea.@sanjaymanjrekar

    — Ravindrasinh jadeja (@imjadeja) July 3, 2019 " class="align-text-top noRightClick twitterSection" data=" ">

ସୂଚନାଥାଉକି, ଭାଷ୍ୟକାର ସଞ୍ଜୟ ମଞ୍ଜରେକରଙ୍କୁ ବିସିସିଆଇ ଭାଷ୍ୟକାର ପ୍ୟାନେଲରୁ ବାଦ୍‌ ଦେଇଛି । ତେବେ ଆଗାମୀ ଆଇପିଏଲରେ ମଧ୍ୟ ଭାଷ୍ୟକାର ସାଜି ପାରିବେ ନାହିଁ ମଞ୍ଜରେକର । ଫଳରେ ମଞ୍ଜରେକରଙ୍କ ଏହି ଖବରକୁ ନେଇ ସିଏସକେ ଏକ ଟ୍ବିଟ କରିଛି । ଟ୍ବିଟରେ ଲେଖାଯାଇଛି, ‘‘ଛୋଟ ଖଣ୍ଡରେ ଏଥର କ୍ରିକେଟ କେମେଣ୍ଟ୍ରି ଶୁଣିବା ଆବଶ୍ୟକ ନାହିଁ ।’’

  • Need not hear the audio feed in bits and pieces anymore. 🦁💛

    — Chennai Super Kings (@ChennaiIPL) March 14, 2020 " class="align-text-top noRightClick twitterSection" data=" ">

ତେବେ ସିଏସକେର ଏହି ଟ୍ବିଟ ମଞ୍ଜରେକର ଟ୍ରୋଲ କରୁଥିବା ଚର୍ଚ୍ଚା ହେଉଛି । କାରଣ ବିଶ୍ବକପ-2019ରେ ଭାରତୀୟ ଦଳର ଅଲରାଉଣ୍ଡର ତଥା ସିଏକକେ ଖେଳାଳି ରବିନ୍ଦ୍ର ଜାଡେଙ୍କୁ ଟ୍ବିଟରେ ଯୋଗେ ଟାର୍ଗେଟ କରିଥିଲେ । ଆଉ ଯାହାର ଜବାବ ଆଜି ସିଏକକେ ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.