ETV Bharat / sports

‘ମୁଁ ଭାବିଲି ବ୍ରଡଙ୍କ ଦଶା ଭୋଗିବି’ - yuvraj singh

"ଯୁବରାଜ ତିନି ଛକା ମାରିବା ପରେ ମୁଁ ନିଜକୁ କିଛି ସମୟ ପାଇଁ ଷ୍ଟୁଆର୍ଟ ବ୍ରଡ ବୋଲି ଭାବି ନେଇଥିଲି ।"

ଫଟୋ ଶଔଝଅୟ- ସୋସିଆଲ ମିଡିଆ
author img

By

Published : Mar 29, 2019, 11:23 PM IST

ବେଙ୍ଗାଲୁରୁ: ଗୁରୁବାର ଖେଳାଯାଇଥିବା ଆଇପିଏଲର 7ମ ଲିଗ ମ୍ୟାଚର ଶେଷ ବଲରେ ବିଜୟୀ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ମ୍ୟାଚରେ ଯୁବରାଜ ସିଂହ ୟୁଜବେନ୍ଦ୍ର ଚହଲଙ୍କ ଓଭରରେ ହ୍ୟାଟ୍ରିକ ଛକା ମାରିଥିଲେ । ଆଉ ମ୍ୟାଚ ପରେ ଏମିତି କହିଛନ୍ତି ଚହଲ ।

ଭିଡିଓ ସୌଜନ୍ୟ- ଟ୍ବିଟର @ipl

ଚହଲକହିଛନ୍ତି, ଯୁବରାଜ ଲାଗ ଲାଗ ତିନି ଛକା ମାରିବା ପରେ ମୁଁ ନିଜକୁ କିଛି ସମୟ ପାଇଁ ଷ୍ଟୁଆର୍ଟ ବ୍ରଡ ବୋଲି ଭାବି ନେଇଥିଲି । ମତେ ଲାଗୁଥୁଲା ଯୁବିପାଜିଙ୍କ ସେହି କାରନାମ ବୋଧେ ମୋ ଓଭରରେ ରିପିଟିକରିବେ । କିନ୍ତୁ ମୁଁ ମୋ ଦକ୍ଷତା ଉପରେ ବିଶ୍ୱାସ ରଖିଥିଲି ଏବଂ ଚତୁର୍ଥ ବଲରେ ଯୁବିଙ୍କୁ ଆଉଟ କରିବାରେ ସଫଳ ହୋଇଥିଲି।

ତେବେ କହିରଖୁ ଗତକାଲି ମ୍ୟାଚରେ ୟୁଜବେନ୍ଦ୍ର ଚହଲଙ୍କ ଓଭରରେ ହ୍ୟାଟ୍ରିକ ଛକା ମାରିଥିଲେ ଯୁବରାଜ ସିଂ । କିନ୍ତୁ ଲଗାତାର ଚତୁର୍ଥ ବଲରେ ଛକା ମାରିବା ପ୍ରୟାସରେ ଯୁବରାଜ ବାଉଣ୍ଡ୍ରୀମହମ୍ମଦ ସିରାଜଙ୍କ ଦ୍ୱାରା କ୍ୟାଚ ହୋଇଥିଲେ।

ସୂଚନାଯୋଗ୍ୟ, ୨୦୦୭ ଟି-୨୦ ବିଶ୍ୱକପରେ ଇଂଲଣ୍ଡର ପେସ ବୋଲର ବ୍ରଡଙ୍କୁ ଯୁବି ୬ବଲରେ ୬ଛକା ମାରି ବିଶ୍ୱ ରେକର୍ଡ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

କଟକ: କେନ୍ଦ୍ରାପଡା ହେଉଛି ବିଜୁ ବାବୁଙ୍କ ଗଡ଼ । ଯେଉଁଠି ଲୋକମାନେ ବିଜୁ ବାବୁଙ୍କ ସେବା ଆଉ ଆଦର୍ଶରେ ବେଶ ଅନୁପ୍ରାଣିତ। ସେଠାରୁ ହିଁ ମୁଁ ନିର୍ବାଚନ ଲଢ଼ିବାକୁ ଯାଉଛି । ଆଉ ଦଳ ମଧ୍ୟ ମୋ ଉପରେ ଆସ୍ଥା ରଖିଛି । ଯାହାକୁ ମୁଁ କେବେ ବି କ୍ଷୂର୍ଣ୍ଣ କରିବନି ବୋଲି କହିଛନ୍ତି କେନ୍ଦ୍ରାପଡା ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି।

ବିଜୁ ପଟ୍ଟନାୟକ ସର୍ବଦା ଲୋକମାନଙ୍କ ସହ ରହିଥିଲେ ଆଉ ଆଜି ବି ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ରାପଡା ବାସୀଙ୍କ ପାଇଁ ସେହି ବିକାଶ ମୂଳକ କାମ କରିଆସୁଛନ୍ତି । ଆଉ ଏହି କାମକୁ ତ୍ବରାନିତ କରିବା ଦାୟିତ୍ବ ମୋ ଉପରେ ନ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।। ଯାହାକୁ ମୁଁ ସସମ୍ମାନେ ନିର୍ବାହ କରିବି ବୋଲି କହିଛନ୍ତି ଅନୁଭବ। 

କେନ୍ଦ୍ରାପଡା ଲୋକସଭା ନିର୍ବାଚନରେ ହେବ ହେଭିୱେଟ ଫାଇଟ । ଯେଉଁଥିରେ ମୁହାଁମୁହିଁ ହେବେ 3 ପ୍ରମୁଖ ଦଳ । ବିଜେଡିରୁ ଅନୁଭବ ମହାନ୍ତି, ବିଜେପିରୁ ବୈଜୟନ୍ତ ପଣ୍ଡା ଓ କଂଗ୍ରେସରୁ ଧରଣୀଧର ନାୟକଙ୍କ ମଧ୍ୟରେ ହେବ ମହା ଲଢେଇ । 

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.