ETV Bharat / sports

କୋରୋନା ସହାୟତା: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସିସିଆଇ ର 51ଲକ୍ଷ - CCI to donate to Maharasthra CM's Relief Fund

କୋରୋନା ଲଢେଇରେ ସାମିଲ ହୋଇଛି କ୍ରିକେଟ କ୍ଳବ ଅଫ ଇଣ୍ଡିଆ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସିସିଆଇ ପକ୍ଷରୁ 51 ଲକ୍ଷର ସହାୟତା ରାଶି ପ୍ରଦାନ କରାଯାଇଛି ।

CCI to donate Rs 51lakh to Maharasthra CM's Relief Fund
କୋରୋନା ସହାୟତା: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସିସିଆର 51ଲକ୍ଷ
author img

By

Published : Apr 18, 2020, 10:24 AM IST

ନୂଆଦିଲ୍ଲୀ: କୋରୋନା ଲଢେଇରେ ସାମିଲ ହୋଇଛି କ୍ରିକେଟ କ୍ଳବ ଅଫ ଇଣ୍ଡିଆ ବା ସିସିଆଇ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସିସିଆଇ ପକ୍ଷରୁ 51 ଲକ୍ଷର ସହାୟତା ରାଶି ପ୍ରଦାନ କରାଯାଇଛି ।

ରାଜ୍ୟ ସରକାରଙ୍କୁ କୋରୋନା ଲଢେଇ ପାଇଁ ସହଯୋଗର ହାତ ବଢାଇଛି ସିସିଆଇ । ଏଥିସହିତ କ୍ରୀଡା ସମୁଦାୟ ଓ ପୂର୍ବତନ କର୍ମଚାରୀଙ୍କୁ ମଧ୍ୟ ସହଯୋଗ କରିବ। ଏନେଇ ସୂଚନା ଦେଇଛନ୍ତି ସିସିଆଇ ସଭାପତି ପ୍ରେମଲାଲ ଉଦାନି ।

ଦେଶରେ କୋରୋନା ଭାଇରସରେ ସର୍ବାଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ରାଜ୍ୟରେ ଶୁକ୍ରବାର ନୂଆ 34ଜଣ କୋରୋନା ପଜିଟିଭି ଚିହ୍ନଟ ହେବାସହ, ମୋଟ ସଂକ୍ରମିତଙ୍କ ସଂଖ୍ୟା 3,236ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.