ETV Bharat / sports

ବିରାଟଙ୍କ ସହ ଡ୍ରେସିଙ୍ଗ୍‌ ରୁମ୍‌ ସେୟାରକୁ ନେଇ ଉତ୍ସାହିତ ରାହୁଲ ତେୱାତିଆ

author img

By

Published : Feb 21, 2021, 1:54 PM IST

ଇଂଲଣ୍ଡ ବିପକ୍ଷ ଟି-20 ସିରିଜ ପାଇଁ ଭାରତୀୟ ସ୍କ୍ବାଡ ଘୋଷଣା କରାଯାଇଛି । ତେବେ ଏହି ସ୍କ୍ବାର୍ଡରେ ରାହୁଲ ତେୱାତିଆ ସାମିଲ ହୋଇଛନ୍ତି । ପ୍ରଥମ ଥର ପାଇଁ ଟିମ ଇଣ୍ଡିଆରେ ସାମିଲ ହୋଇଛନ୍ତି ରାହୁଲ ।

ବିରାଟଙ୍କ ସହ ଡ୍ରେସିଙ୍ଗ୍‌ ରୁମ୍‌ ସେୟାରକୁ ଉତ୍ସାହିତ ରାହୁଲ ତେୱାତିଆ

ଅହମ୍ମଦାବାଦ: ଇଂଲଣ୍ଡ ବିପକ୍ଷ ଟି-20 ସିରିଜ ପାଇଁ ଭାରତୀୟ ସ୍କ୍ବାଡ ଘୋଷଣା କରାଯାଇଛି । ତେବେ ଏହି ସ୍କ୍ବାର୍ଡରେ ରାହୁଲ ତେୱାତିଆ ସାମିଲ ହୋଇଛନ୍ତି । ପ୍ରଥମ ଥର ପାଇଁ ଟିମ ଇଣ୍ଡିଆରେ ସାମିଲ ହୋଇଛନ୍ତି ରାହୁଲ ।

ରାହୁଲ ଘରୋଇ କ୍ରିକେଟ ଓ ଆଇପିଏଲରେ ଦମ୍‌ଦାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ପ୍ରଥମ କରି ଭାରତୀୟ ସ୍କ୍ବାର୍ଡରେ ସ୍ଥାନ ପାଇଥିବାରୁ ବହୁତ ଖୁସିଥିବା କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏଯାବତ୍‌ ଆଇପିଏଲ୍‌ରେ ବିରାଟ କୋହଲିଙ୍କ ବିପକ୍ଷରେ ଖେଳିଛି । ଏବେ ତାଙ୍କ ସହ ଖେଳିବି ଓ ଡ୍ରେସିଙ୍ଗ ରୁମ୍‌ ସେୟାର କରିବି । ବିରାଟଙ୍କ ସମେତ ବିଶ୍ବର କିଛି ସର୍ବଶ୍ରେଷ୍ଠ କ୍ରିକେଟରଙ୍କ ସହ ଡ୍ରେସିଙ୍ଗ ରୁମ ସେୟାର କରିବାକୁ ବେଶ୍‌ ଉତ୍ସାହିତ ଅଛି । ସେମାନଙ୍କ ଠାରୁ ଶିଖିବି କିପରି ସର୍ବଶ୍ରେଷ୍ଠ ଖେଳାଳିଙ୍କ ବିପକ୍ଷରେ ଖେଳି ସଫଳ ହୁଅନ୍ତି ।

27 ବର୍ଷୀୟ ଅଲରାଉଣ୍ଡର ଏଯାଏଁ ମୋଟ 68ଟି-20 ମ୍ୟାଚ ଖେଳି 965ରନ୍‌ ସଂଗ୍ରହ କରିଛନ୍ତିଓ 42ଟି ଓ୍ବିକେଟ ହାତେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.