ETV Bharat / sports

ବେଙ୍ଗଲ ଟିମକୁ ସିଏବିର ବକେୟା ରଣଜୀ ରନର୍ସ-ଅପ ଅର୍ଥ ପ୍ରଦାନ - Bengal team's prize money

ବେଙ୍ଗଲ କ୍ରିକେଟ ଆସୋସିଏସନ(CAB) ସୋମବାର ସିନିୟର ବେଙ୍ଗଲ ଟିମର ବକେୟା ଅର୍ଥ ପ୍ରଦାନ କରିଛି । ରଣଜୀ ଟ୍ରଫିର ଗତ ସଂସ୍କରଣରେ ରନର୍ସ-ଅପ ହୋଇଥିଲା ବେଙ୍ଗଲ ।

CAB clears Ranji Runners' up Bengal team's prize money
ବେଙ୍ଗଲ ଟିମକୁ ସିଏବିର ବକେୟା ରଣଜୀ ରନର୍ସ-ଅପ ଅର୍ଥ ପ୍ରଦାନ
author img

By

Published : Jun 23, 2020, 2:17 PM IST

କୋଲକାତା: ବେଙ୍ଗଲ କ୍ରିକେଟ ଆସୋସିଏସନ(CAB) ସୋମବାର ସିନିୟର ବେଙ୍ଗଲ ଟିମର ବକେୟା ଅର୍ଥ ପ୍ରଦାନ କରିଛି । ରଣଜୀ ଟ୍ରଫିର ଗତ ସଂସ୍କରଣରେ ରନର୍ସ-ଅପ ହୋଇଥିଲା ବେଙ୍ଗଲ । ତେବେ ପୁରସ୍କାର ଅର୍ଥ ବାବଦକୁ 1କୋଟି ଟଙ୍କା ବୋର୍ଡ ପକ୍ଷରୁ କୌଣସି କାରଣରୁ ପ୍ରଦାନ କରାଯାଇନଥିଲା ।

CAB clears Ranji Runners' up Bengal team's prize money
ବେଙ୍ଗଲ କ୍ରିକେଟ ଆସୋସିଏସନ

ଖେଳାଳିଙ୍କ ମନୋବଳ ସର୍ବୋପରି । ବିସିସିଆଇକୁ ଅପେକ୍ଷା ନକରି ରାଜ୍ୟ ବୋର୍ଡ ପକ୍ଷରୁ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇଛି । ଏହା କହିଛନ୍ତି ସିଏବି ସଭାପତି ଅଭିଷେକ ଡାଲମିୟା । ଏଥିସହିତ ନିର୍ଦ୍ଦିଷ୍ଟ ଦସ୍ତାବିଜରେ ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କ ଦସ୍ତଖତ 48 ଘଣ୍ଟା ମଧ୍ୟରେ ସଂପୂର୍ଣ୍ଣ କରାଯିବ ।

ପୂର୍ବରୁ ପୂର୍ବତନ ବେଙ୍ଗଲ କ୍ୟାପଟେନ ଓ ଟିମ ଇଣ୍ଡିଆ ବ୍ୟାଟ୍ସମ୍ୟାନ ଏହି ଅର୍ଥ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.