ETV Bharat / sports

ବ୍ରିସବେନ ଟେଷ୍ଟ: ଟି ବ୍ରେକ ସୁଦ୍ଧା ଭାରତର 2 ଓପନର ଆଉଟ୍‌, ସ୍କୋର 62/2

author img

By

Published : Jan 16, 2021, 11:30 AM IST

ଦ୍ବିତୀୟ ଦିନରେ ଟି ବ୍ରେକ ସୁଦ୍ଧା ଭାରତ ତା'ର ପ୍ରଥମ ପାଳିର ବ୍ୟାଟିଂ ଜାରି ରଖି 2 ଓ୍ବିକେଟ ହରାଇ 62ରନ୍‌ କରିଛି ।

ବ୍ରିସବେନ ଟେଷ୍ଟ: ଟି ବ୍ରେକ ସୁଦ୍ଧା ଭାରତର 2 ଓପନର ଆଉଟ୍‌, ସ୍କୋର 62/2
ବ୍ରିସବେନ ଟେଷ୍ଟ: ଟି ବ୍ରେକ ସୁଦ୍ଧା ଭାରତର 2 ଓପନର ଆଉଟ୍‌, ସ୍କୋର 62/2

ବ୍ରିସବେନ: ଭାରତୀୟ କ୍ରିକେଟ ଟିମ ଗାବା ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜର 4ର୍ଥ ମ୍ୟାଚ ଖେଳୁଛି । ତେବେ ମ୍ୟାଚର 2ୟ ଦିନରେ ଟି ବ୍ରେକ ସୁଦ୍ଧା ଭାରତ ତା'ର ପ୍ରଥମ ପାଳିର ବ୍ୟାଟିଂ ଜାରି ରଖି 2 ଓ୍ବିକେଟ ହରାଇ 62ରନ୍‌ କରିଛି ।

ପ୍ରଥମେ ଶୁଭମନ ଗିଲ 7ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ 19.5 ଓଭରରେ ରୋହିତ ଶର୍ମା(44ରନ୍‌, 74ବଲ୍‌, 6ଚୌକା) ପାଟ କମିନ୍ସଙ୍କ ବଲ୍‌ରେ କ୍ୟାଚ ଆଉଟ୍‌ ହୋଇଛନ୍ତି ।

ବର୍ତ୍ତମାନ କ୍ରିଜରେ ରାହାଣେ ଓ ପୂଜାରା ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.