ETV Bharat / sports

ବ୍ରିସବେନ ଟେଷ୍ଟ 5ମ ଦିନ: ଟି ବ୍ରେକ ସୁଦ୍ଧା ଭାରତ 183/3

author img

By

Published : Jan 19, 2021, 10:52 AM IST

ରୋମାଞ୍ଚକ ମୋଡରେ ଭାରତ-ଅଷ୍ଟ୍ରେଲିଆ ସିରିଜ । 328ରନ୍‌ର ଟାର୍ଗେଟ ନେଇ 2ୟ ପାଳି ଖେଳୁଥିବା ଭାରତ ଦଳ ଟି ବ୍ରେକ ସୁଦ୍ଧା 3ଟି ଓ୍ବିକେଟ ହରାଇ 183ରନ୍‌ ସଂଗ୍ରହ କରିଛନ୍ତି । ତେବେ ଭାରତକୁ ସିରିଜ ଓ ମ୍ୟାଚ ହାତେଇବାକୁ ଆଉ ମାତ୍ର 145ରନ୍‌ର ଆବଶ୍ୟକତା ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ବ୍ରିସବେନ ଟେଷ୍ଟ, 5ମ ଦିନ: ଟି ବ୍ରେକ ସୁଦ୍ଧା ଭାରତ 183/3

ବ୍ରିସବେନ: ରୋମାଞ୍ଚକ ମୋଡରେ ଭାରତ-ଅଷ୍ଟ୍ରେଲିଆ ସିରିଜ । 328ରନ୍‌ର ଟାର୍ଗେଟ ନେଇ 2ୟ ପାଳି ଖେଳୁଥିବା ଭାରତ ଦଳ ଟି ବ୍ରେକ ସୁଦ୍ଧା 3ଟି ଓ୍ବିକେଟ ହରାଇ 183ରନ୍‌ ସଂଗ୍ରହ କରିଛନ୍ତି । ତେବେ ଭାରତକୁ ସିରିଜ ଓ ମ୍ୟାଚ ହାତେଇବାକୁ ଆଉ ମାତ୍ର 145ରନ୍‌ର ଆବଶ୍ୟକତା ରହିଛି ।

ଯଦି ମ୍ୟାଚ ଜିତିବାରେ ଆଜି ଭାରତ ସଫଳ ରହେ ତେବେ ଭାରତ ଐତିହାସିକ ବିଜୟ ହାସଲ କରିବ । କାରଣ ବ୍ରିସବେନରେ 33ବର୍ଷ ହେଲା ଘରୋଇ ଦଳ ଅଷ୍ଟ୍ରେଲିଆ ପରାସ୍ତ ହୋଇନାହିଁ । ଆଜି ଏହି ବିଜୟଧାରା ରୋକ ଲଗେଇବାକୁ ଟିମ ଇଣ୍ଡିଆକୁ 145ରନ୍‌ ଆବଶ୍ୟକ ।

ତେବେ ଟି ବ୍ରେକ ସୁଦ୍ଧା ଭାରତ 2 ଓପନର ରୋହିତ ଶର୍ମା 7 ରନ୍‌, ଶୁଭମନ ଗିଲ 91 ରନ୍‌ , ଅଧିନାୟକ ରାହାଣେ 24ରନ୍‌ କରି ଆଉଟ୍‌ ହୋଇଯାଇଛନ୍ତି । ତେବେ କ୍ରିଜରେ ପନ୍ତ 10* ଓ ପୂଜାରା 43* ରନ୍‌ କରି ରହିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ପାଟ କମିନ୍ସ 22 ଓ ନାଥନ ଲାୟନ ଗୋଟିଏ ଓ୍ବିକେଟ ହାତେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.