ETV Bharat / sports

ବ୍ରିସବେନ ଟେଷ୍ଟ, 4ର୍ଥ ଦିନ: ଲଞ୍ଚ ବ୍ରେକ ସୁଦ୍ଧା ଅଷ୍ଟ୍ରେଲିଆ 149/4

author img

By

Published : Jan 18, 2021, 8:24 AM IST

ଅନ୍ତିମ ଟେଷ୍ଟର 4ର୍ଥ ଦିନର ଲଞ୍ଚ ବ୍ରେକ ସୁଦ୍ଧା ଅଷ୍ଟ୍ରେଲିଆ 4 ଓ୍ବିକେଟ ହରାଇ 149ରନ୍‌ ସଂଗ୍ରହ କରିଛି । ଭାରତ ପକ୍ଷରୁ 2ଟି ଓ୍ବିକେଟ ସିରାଜ, ସୁନ୍ଦର ଓ ଠାକୁର ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇବାରେ ସଫଳ ହୋଇଛନ୍ତି ।

ବ୍ରିସବେନ ଟେଷ୍ଟ, 4ର୍ଥ ଦିନ: ଲଞ୍ଚ ବ୍ରେକ ସୁଦ୍ଧା ଅଷ୍ଟ୍ରେଲିଆ 149/4
ବ୍ରିସବେନ ଟେଷ୍ଟ, 4ର୍ଥ ଦିନ: ଲଞ୍ଚ ବ୍ରେକ ସୁଦ୍ଧା ଅଷ୍ଟ୍ରେଲିଆ 149/4

ବ୍ରିସବେନ: ଗାବା ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି ଅନ୍ତିମ ଟେଷ୍ଟର 4ର୍ଥ ଦିନର ଖେଳ । ତେବେ ଆଜିର ଲଞ୍ଚ ବ୍ରେକ ସୁଦ୍ଧା 2ୟ ଇଂନିସରେ 4 ଓ୍ବିକେଟ ହରାଇ 149ରନ୍‌ ସଂଗ୍ରହ କରିଛି ଅଷ୍ଟ୍ରେଲିଆ । ଲଞ୍ଚ ବ୍ରେକ ବେଳକୁ କ୍ରିଜରେ ଷ୍ଟିଭେନ ସ୍ମିଥ (28*) ଓ କେମରେନ ଗ୍ରୀନ (4*) ରହିଛନ୍ତି ।

କଙ୍ଗାରୁ ଦଳ ପକ୍ଷରୁ ମାର୍କସ 38ରନ୍‌, ଓ୍ବାର୍ଣ୍ଣର 48ରନ୍‌, ମାର୍ନସ ଲବୁସାନ 25ରନ୍‌ ଓ ମାଥ୍ୟୁ ୱେଡ ଜିରୋରେ ଆଉଟ୍‌ ହୋଇଛନ୍ତି ।

ତେବେ ଭାରତ ପକ୍ଷରୁ 2ଟି ଓ୍ବିକେଟ ସିରାଜ, ସୁନ୍ଦର ଓ ଠାକୁର ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇବାରେ ସଫଳ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.