ETV Bharat / sports

ୱାଙ୍ଖେଡେ ଷ୍ଟାଡିୟମ ହେବନି କ୍ବାରେଣ୍ଟିନ ସେଣ୍ଟର, ନିଷ୍ପତି ବଦଳାଇଲା ବିଏମସି - BMC cancels plan

ୱାଙ୍ଖେଡେ ଷ୍ଟାଡିୟମ ହେବନି କୋରୋନା କ୍ବାରେଣ୍ଟିନ ସେଣ୍ଟର । ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ପରେ ନିଷ୍ପତି ବଦଳାଇଛି ବ୍ରିହନମୁମ୍ବାଇ ମୁନିସିପାଲ କର୍ପୋରେସନ(BMC)

BMC cancels plan to turn Wankhede Stadium into quarantine facility
ୱାଙ୍ଖେଡେ ଷ୍ଟାଡିୟମ ହେବନି କ୍ବାରେଣ୍ଟିନ ସେଣ୍ଟର, ନିଷ୍ପତି ବଦଳାଇଲା ବିମସି
author img

By

Published : May 18, 2020, 3:48 PM IST

ମୁମ୍ବାଇ: ୱାଙ୍ଖେଡେ ଷ୍ଟାଡିୟମ ହେବନି କୋରୋନା କ୍ବାରେଣ୍ଟିନ ସେଣ୍ଟର । ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ପରେ ନିଷ୍ପତି ବଦଳାଇଛି ବ୍ରିହନମୁମ୍ବାଇ ମୁନିସିପାଲ କର୍ପୋରେସନ(BMC)

ମୁମ୍ବାଇରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଉଥିବାରୁ ଷ୍ଟାଡିୟମକୁ କ୍ବାରେଣ୍ଟିନ ସେଣ୍ଟର ଭାବେ ବ୍ୟବହାର କରିବାକୁ ମୁମ୍ବାଇ କ୍ରିକେଟ ଆସୋସିଏସନକୁ ଅପିଲ କରିଥିଲା ବିଏମସି । ମୁମ୍ବାଇ ମେୟର କିଶୋର ପେଡନେକର ୱାଙ୍ଖେଡେ ଷ୍ଟାଡିୟମ ପରିଦର୍ଶନରେ ମଧ୍ୟ ଆସି ପ୍ରସ୍ତୁତି ସମୀକ୍ଷା କରିଥିଲେ । ଏଟାରେ କୋରୋନା ଲକ୍ଷଣ ନଥିବା ପଜିଟିଭ ରିପୋର୍ଟ ଥିବା ଲୋକଙ୍କୁ ରଖିବା ନେଇ ନିଷ୍ପତି ହୋଇଥିଲା ।

ମାତ୍ର ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ । ମେରାଇନ ଡ୍ରାଇଭ ରେସିଡେଣ୍ଟ ଆସୋସିଏସସନ ମୁଖ୍ୟ ଶାସନ ସଚିବ ଅଜୟ ମେହେଟ୍ଟାଙ୍କୁ ଚିଠି ଲେଖିଥିଲେ । ଏହାପରେ ବିଏସମି ସହକାରୀ କମିଶନର ଚନ୍ଦା ଯାଦବ ଏହି ନିଷ୍ପତି ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.