ETV Bharat / sports

ହାପି ବାର୍ଥଡେ’ ଚାଇନାମ୍ୟାନ: ପଢନ୍ତୁ 26 ବର୍ଷୀୟ କୁଳଦୀପଙ୍କ ସାନଦାର ରେକର୍ଡ

author img

By

Published : Dec 14, 2020, 2:28 PM IST

ଭାରତୀୟ କ୍ରିକେଟ ଟିମର 'ଚାଇନାମ୍ୟାନ' ଆଜି ପାଳୁଛନ୍ତି 26ତମ ଜନ୍ମ ଦିବସ । 2014 ଆଇସିସି ଅଣ୍ଡର-19 ବିଶ୍ବକପ୍‌ରେ ସେ ସ୍କଟଲ୍ୟାଣ୍ଡ ବିପକ୍ଷରେ ହ୍ୟାଟିକ ଓ୍ବିକେଟ ନେଇ ଚର୍ଚ୍ଚାକୁ ଆସିଥିଲେ ।

Happy B'day Chinaman : ପଢନ୍ତୁ 26ବର୍ଷୀୟ କୁଳଦୀପଙ୍କ ସାନଦାର ରେକର୍ଡ

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମର 'ଚାଇନାମ୍ୟାନ' ଆଜି ପାଳୁଛନ୍ତି 26ତମ ଜନ୍ମଦିବସ । କାନପୁରର କୁଳଦୀପ ଯାଦବ ଦେଶ ପାଇଁ ସମସ୍ତ ଫର୍ମାଟରେ ନିଜର ବେଷ୍ଟ ପ୍ରଦାନ କରିଛନ୍ତି । 2014 ଆଇସିସି ଅଣ୍ଡର-19 ବିଶ୍ବକପ୍‌ରେ ସେ ସ୍କଟଲ୍ୟାଣ୍ଡ ବିପକ୍ଷରେ ହ୍ୟାଟିକ ଓ୍ବିକେଟ ନେଇ ଚର୍ଚ୍ଚାକୁ ଆସିଥିଲେ ।

  • 88 intl. caps 🧢
    168 intl. wickets ☝️
    Fastest Indian spinner to 100 ODI wickets 👌
    First Indian to take two hat-tricks in international cricket 🔥

    Wishing #TeamIndia's @imkuldeep18 a very happy birthday 🎂👏👏

    Let's relive his hat-trick against West Indies 📽️👇

    — BCCI (@BCCI) December 14, 2020 " class="align-text-top noRightClick twitterSection" data=" ">

ସେ ଜଣେ ବାମହାତୀ ଲେଗ ସ୍ପିନର । ଏପରି ବୋଲର ବିଶ୍ବରେ କମ ରହିଛନ୍ତି । ଏହି ପ୍ରକାର ବୋଲରଙ୍କୁ 'ଚାଇନାମ୍ୟାନ' କହନ୍ତି । 2012ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ହୋଇଥିଲେ । କିନ୍ତୁ ତାଙ୍କୁ ଖେଳିବାର ସୁଯୋଗ ମିଳିନଥିଲା । ଏହାପରେ 2014ରେ ସେ କୋଲକତା ନାଇଟ ରାଇଡର୍ସ ପକ୍ଷରୁ ଖେଳିଥିଲେ । ସେହି ଦିନ ଠାରୁ ପ୍ରୋଫେସନଲ କ୍ରିକେଟର ଭାବେ ଖେଳି ଆସୁଛନ୍ତି ।

କୁଲଦୀପ ଯାଦବ ମୋଟ 88 ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳି 168 ଓ୍ବିକେଟ ହାତେଇଛନ୍ତି । ଏଥିସହ ଦିନିକିଆ ଫର୍ମାଟରେ ଦ୍ରୁତତମ 100ଟି ଓ୍ବିକେଟ ନେଇଛନ୍ତି ।

ଏଥିସହ 24ବର୍ଷ ବୟସରେ ସେ 2ଥର ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ହ୍ୟାଟ୍ରିକ ନେଇଛନ୍ତି । ଇଂଲଣ୍ଡ ବିପକ୍ଷରେ 10-0-25-6 ଫିଗର ଏଯାଏଁ ଦିନିକିଆ କ୍ରିକେଟ ଇତିହାସରେ ଜଣେ 'ଚାଇନାମ୍ୟାନ' ଦ୍ବାରା ବେଷ୍ଟ ଫିଗର । ଯାହାର ରେକର୍ଡ କୁଲଦୀପ ଯାଦବଙ୍କ ନାଁରେ ରହିଛି ।

କୁଳଦୀପ ଯାଦବ ପ୍ରଥମ ବାମ ହାତୀ ବୋଲର ଯିଏ ଭାରତ ପାଇଁ ଟେଷ୍ଟ ମ୍ୟାଚ ଖେଳିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.