ETV Bharat / sports

ବେନ ଷ୍ଟୋକ୍ସଙ୍କୁ ମହଙ୍ଗା ପଡିଲା ଅଭଦ୍ରାମୀ, ଆଇସିସି କାଟିଲା ମ୍ୟାଚ ଫି

ମ୍ୟାଚ ବେଳେ ଦର୍ଶକଙ୍କୁ ଅପଶ୍ବ କହି ଫସିଲେ ବେନ ଷ୍ଟୋକ୍ସ । ଆଇସିସି କାଟିଲା ମ୍ୟାଚ ଫି । ଅଧିକ ପଢ଼ନ୍ତୁ...

Ben stokes fined 15 per cent match fee, ben stokes use audible obscenity, south africa vs England, ଫ୍ୟାନ୍ସଙ୍କୁ ଅଭଦ୍ର ଭାଷା କହିଲେ ବେନ ଷ୍ଟୋକ୍ସ, ବେନ ଷ୍ଟୋକ୍ସଙ୍କୁ ଆଇସିସି ଦେଲା ଦଣ୍ଡ
ଫ୍ୟାନ୍ସଙ୍କୁ ଅଭଦ୍ର ଭାଷା କହିଲେ ବେନ ଷ୍ଟୋକ୍ସ, ଆଇସିସି ଦେଲା ଦଣ୍ଡ
author img

By

Published : Jan 25, 2020, 10:48 PM IST

ଜୋହାନ୍ସବର୍ଗ: ପୁଣି ଥରେ ବିବାଦରେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ। ଜୋହାନ୍ସବର୍ଗ ଟେଷ୍ଟ ମ୍ୟାଚ ବେଳେ ଦର୍ଶକଙ୍କୁ ଅଭଦ୍ର ଭାଷାରେ ଗାଳି କରିଥିଲେ । ତେବେ ଆଇସିସିର ଆଚାର ସଂହିତା ଉଲଂଘନ କରିଥିବାରୁ ଷ୍ଟୋକ୍ସଙ୍କ 15 ପ୍ରତିଶତ ମ୍ୟାଚ ଫି କାଟିବା ସହ ଗୋଟିଏ ଡିମେରିଟ ପଏଣ୍ଟ ଦେଇଛି ଆସିସି ।

Ben stokes fined 15 per cent match fee, ben stokes use audible obscenity, south africa vs England, ଫ୍ୟାନ୍ସଙ୍କୁ ଅଭଦ୍ର ଭାଷା କହିଲେ ବେନ ଷ୍ଟୋକ୍ସ, ବେନ ଷ୍ଟୋକ୍ସଙ୍କୁ ଆଇସିସି ଦେଲା ଦଣ୍ଡ
ଫ୍ୟାନ୍ସଙ୍କୁ ଅଭଦ୍ର ଭାଷା କହିଲେ ବେନ ଷ୍ଟୋକ୍ସ, ପରେ ମାଗିଲେ କ୍ଷମା

ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଷ୍ଟୋକ୍ସ ମାତ୍ର ଦୁଇ ରନ କରି ଆଉଟ ହୋଇଥିଲେ । ତେବେ ଆଉଟ ହୋଇ ପାଭିଲିୟନ ଫେରିବା ବେଳେ ଷ୍ଟାଡିୟମରେ ବସିଥିବା ଜଣେ ଦର୍ଶକ ତାଙ୍କୁ କିଛି କହିଥିଲେ ଯାହାର ଉତ୍ତରରେ ଷ୍ଟୋକ୍ସ ତାଙ୍କୁ ଅଭଦ୍ର ଭାଷା ପ୍ରୟୋଗ କରି ଗାଳି ଦେଇଥିଲେ ।

ଦର୍ଶକ ଜଣକ ଷ୍ଟୋକ୍ସଙ୍କ ତୁଳନା ପପ ସିଙ୍ଗର ଶିରିନଙ୍କ ସହ କରିଥଲେ ଯେଉଁଥିରେ ରାଗିଯାଇ ଷ୍ଟୋକ୍ସ ଏଭଳି ପ୍ରତିକ୍ରିୟା ଦେଇଥିଲେ । ତେବେ ଘଟଣା ପରେ ଷ୍ଟୋକ୍ସ ଟ୍ବିଟରରେ କ୍ଷମା ମାଗିଥିଲେ । ଘଟଣା ପରେ ଆଇସିସି ଷ୍ଟୋକ୍ସଙ୍କ 15 ପ୍ରତିଶତ ମ୍ୟାଚ ଫି କାଟିବା ସହ ତାଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.