ନୂଆଦିଲ୍ଲୀ: ଆଇସିସି ମହିଳା ଟି-20 ବିଶ୍ବକପ ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ଲଢେଇ । ସୁପର ସନଡେରେ ହେବ ସୁପର ଫାଇଟ । ଏହି ମେଗା ଫାଇନାଲ ମ୍ୟାଚ ଉପରେ ସାରା ବିଶ୍ବର ଧ୍ୟାନ କେନ୍ଦ୍ରୀଭୂତ ହୋଇଛି ।
-
India's #T20WorldCup campaign
— T20 World Cup (@T20WorldCup) March 5, 2020 " class="align-text-top noRightClick twitterSection" data="
🆚🇦🇺 - Won by 17 runs
🆚🇧🇩 - Won by 18 runs
🆚🇳🇿 - Won by 3 runs
🆚🇱🇰 - Won by 7 wickets
🆚🏴 - No result pic.twitter.com/EjLuCuLHCY
">India's #T20WorldCup campaign
— T20 World Cup (@T20WorldCup) March 5, 2020
🆚🇦🇺 - Won by 17 runs
🆚🇧🇩 - Won by 18 runs
🆚🇳🇿 - Won by 3 runs
🆚🇱🇰 - Won by 7 wickets
🆚🏴 - No result pic.twitter.com/EjLuCuLHCYIndia's #T20WorldCup campaign
— T20 World Cup (@T20WorldCup) March 5, 2020
🆚🇦🇺 - Won by 17 runs
🆚🇧🇩 - Won by 18 runs
🆚🇳🇿 - Won by 3 runs
🆚🇱🇰 - Won by 7 wickets
🆚🏴 - No result pic.twitter.com/EjLuCuLHCY
ଫାଇନାଲ ମ୍ୟାଚରେ ବିଜୟ ପାଇଁ ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଭାରତୀୟ ମହିଳା ଦଳ ଦେଶକୁ ଗର୍ବିତ କରିଛନ୍ତି କହିଲେ ସୌରଭ ଗାଙ୍ଗୁଲି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ