ETV Bharat / sports

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଭାରତ-ଇଂଲଣ୍ଡ ସିରିଜରେ ଦର୍ଶକଙ୍କୁ ମିଳିପାରେ ଅନୁମତି

author img

By

Published : Jan 24, 2021, 3:08 PM IST

ବିସିସିଆଇ ଆଣିଛି କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ଆସନ୍ତା 12 ମାର୍ଚ୍ଚରେ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ହେବାକୁଥିବା ଭାରତ-ଇଂଲଣ୍ଡ ଟି-20 ସିରିଜରେ ଦର୍ଶକଙ୍କୁ ମିଳିପାରେ ଅନୁମତି ।

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର,  ଭାରତ-ଇଂଲଣ୍ଡ ସିରିଜରେ ଦର୍ଶକଙ୍କୁ ମିଳିପାରେ ଅନୁମତି
ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଭାରତ-ଇଂଲଣ୍ଡ ସିରିଜରେ ଦର୍ଶକଙ୍କୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ: ବିସିସିଆଇ ଆଣିଛି କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ଆସନ୍ତା 12 ମାର୍ଚ୍ଚରେ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ହେବାକୁଥିବା ଭାରତ-ଇଂଲଣ୍ଡ ଟି-20 ସିରିଜରେ ଦର୍ଶକଙ୍କୁ ମିଳିପାରେ ଅନୁମତି ।

ଏକ ମିଡିଆ ଏଜେନ୍ସି ସହ ବିସିସିଆଇର ଅଧିକାରୀ କହିଛନ୍ତି ଯେ, ବୋର୍ଡ ଚାହୁଁଛି ଅହମ୍ମଦାବାଦର ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମିତି ମିଳୁ । କିନ୍ତୁ ଅନ୍ତିମ ନିର୍ଣ୍ଣୟ ସରକାର ହିଁ କରିବ ।

ବିସିସିଆଇ

ବିସିସିଆଇର ଅଧିକାରୀ କହିଛନ୍ତି, ଭାରତ-ଇଂଲଣ୍ଡ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଫ୍ୟାନ୍ସଙ୍କ ସମ୍ମୁଖରେ ଖେଳିବାକୁ ଚାହିଁଛୁ । କିନ୍ତୁ ନିଷ୍ପତ୍ତି ନେଇନୁ ଦର୍ଶକଙ୍କ ସଂଖ୍ୟା କେତେ ରହିବ । ଯୋଜନା ଅନୁସାରେ 50ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ । କିନ୍ତୁ ଏହି ନିଷ୍ପତ୍ତି ସରକାରଙ୍କ ହାତରେ ରହିଛି ।

ତାମିଲନାଡୁ ପ୍ରଥମରୁ ହିଁ କହିଛି ଏମଏ ଚିଦମ୍ବରମ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା 2ଟି ଟେଷ୍ଟ ମ୍ୟାଚର ଟିକେଟ ବିକ୍ରି ହେବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.