ETV Bharat / sports

ମଙ୍ଗଳବାର ସ୍ଥିର ହେବ ଆଇପିଏଲ-2020ର ଭାଗ୍ୟ - IPL franchises

ବିସିସିଆଇ ସୂତ୍ରରୁ ପ୍ରକାଶ ଯେ, ଆସନ୍ତା ମଙ୍ଗଳବାର ଦିନ ଆଇପିଏଲ 2020ର ପ୍ରକ୍ରିୟା ଏବଂ ପରବର୍ତ୍ତୀ କାର୍ଯ୍ୟସୂଚୀ ବିଷୟରେ ଆଲୋଚନା କରିବାକୁ ବିସିସିଆଇ ଏବଂ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଏକ ବୈଠକ ଆୟୋଜିତ କରିବେ ।

bcci-ipl-franchises-to-decide-future-of-13th-edition-of-ipl-on-tuesday
ଆସନ୍ତା ମଙ୍ଗଳବାର ସ୍ଥିର ହେବ ଆଇପିଏଲ-2020ର ଭାଗ୍ୟ
author img

By

Published : Mar 21, 2020, 12:28 AM IST

ମୁମ୍ବାଇ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ ଇନ୍ ଇଣ୍ଡିଆ (ବିସିସିଆଇ) ଆଗାମୀ ମଙ୍ଗଳବାର ଦିନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ସହିତ ଆଇପିଏଲ୍ 2020ର ଭବିଷ୍ୟତ ବିଷୟରେ ଆଲୋଚନା କରିବ । ବିସିସିଆଇ ସୂତ୍ରରୁ ପ୍ରକାଶ ଯେ, ଆଇପିଏଲ୍ 2020ର ପ୍ରକ୍ରିୟା ଏବଂ ପରବର୍ତ୍ତୀ କାର୍ଯ୍ୟସୂଚୀ ବିଷୟରେ ଆଲୋଚନା କରିବାକୁ ବିସିସିଆଇ ଏବଂ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଆସନ୍ତା ମଙ୍ଗଳବାର ଦିନ ଏକ ବୈଠକ ଆୟୋଜିତ କରିବେ ।

bcci-ipl-franchises-to-decide-future-of-13th-edition-of-ipl-on-tuesday
ଆଇପିଏଲ-2020

ମାର୍ଚ୍ଚ 13ରେ, କୋରୋନା ଭାଇରସ କାରଣରୁ ସତର୍କତାମୂଳକ ପଦକ୍ଷେପ ଭାବରେ ବିସିସିଆଇ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)କୁ ଏପ୍ରିଲ୍ 15 ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ସେହିପରି ଦେଶରେ କୋରୋନା ଭାଇରସ ଚିନ୍ତା ବଢୁଥିବାରୁ ବିସିସିଆଇ ସେମାନଙ୍କ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ କହିଛି ।

ବିସିସିଆଇ

‘‘ବିସିସିଆଇ କାର୍ଯ୍ୟାଳୟ ବନ୍ଦ ହୋଇଯାଇଛି ତେଣୁ ସେଠାରେ କୌଣସି ବୈଠକ ଅନୁଷ୍ଠିତ ହୋଇପାରିବ ନାହିଁ । ଅନ୍ୟପଟେ ହୋଟେଲରେ କୌଣସି ବୈଠକ ଅନୁଷ୍ଠିତ ମଧ୍ୟ ହୋଇପାରିବ ନାହିଁ । ତେଣୁ ସେମାନେ କନଫରେନ୍ସ କଲ୍‌ରେ ବୈଠକ କରିବେ’’ ବୋଲି ସୂତ୍ରରୁ ପ୍ରକାଶ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.