ETV Bharat / sports

ହୋମ କ୍ବାରେଣ୍ଟିନରେ ଗାଙ୍ଗୁଲି, ଭାଇ ସ୍ନେହାଶିଷ କୋରୋନା ପଜିଟିଭ - ସ୍ନେହାଶିଷ ଗାଙ୍ଗୁଲି କୋରୋନା ପଜିଟିଭ

ହୋମ କ୍ବାରେଣ୍ଟିନରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ବୁଧବାର ଗାଙ୍ଗୁଲିଙ୍କ ବଡ ଭାଇ ତଥା କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ(CAB) ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

BCCI chief Ganguly in home quarantine after brother Snehasish tests positive
ହୋମ କ୍ବାରେଣ୍ଟିନରେ ଗାଙ୍ଗୁଲି, ଭାଇ ସ୍ନେହାଶିଷ କୋରୋନା ପଜିଟିଭ
author img

By

Published : Jul 16, 2020, 1:22 PM IST

କୋଲକାତା: ହୋମ କ୍ବାରେଣ୍ଟିନରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ବୁଧବାର ଗାଙ୍ଗୁଲିଙ୍କ ବଡ ଭାଇ ତଥା କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ(CAB) ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରିପୋର୍ଟ ପଜିଟିଭ ଜଣାପଡିବା ପରେ, ସ୍ନେହାଶିଷଙ୍କୁ ବେଲେ ଭିୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସିଏବି ସୁତ୍ରରୁ ଜଣାପଡିଛି ।

ରିପୋର୍ଟ ଅନୁଯାୟୀ, ଗତ ଦୁଇରୁ ତିନିଦିନ ଧରି ଜ୍ବରରେ ପୀଡିତ ଥିଲେ ସ୍ନେହାଶିଷ ଗାଙ୍ଗୁଲି । ବୁଧବାର ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା ଓ ପରେ ରିପୋର୍ଟ ପଜିଟିଭ ଜଣାପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.