ETV Bharat / sports

'ନମନ'ରେ ଭାରତୀୟ କ୍ରିକେଟରଙ୍କୁ ମିଳିଲା ଉଲ୍ଲେଖନୀୟ ଅବଦାନ ପାଇଁ ଆଓ୍ବାର୍ଡ

author img

By

Published : Jan 12, 2020, 9:44 PM IST

Updated : Jan 12, 2020, 9:56 PM IST

ମହିଳା ବର୍ଗରେ ଶେଫାଳି ବର୍ମା ଓ ପୁରୁଷ ବର୍ଗରେ ମୟଙ୍କ ଅଗ୍ରଓ୍ବାଲଙ୍କୁ ବେଷ୍ଟ ଇଣ୍ଟରନ୍ୟାସନାଲ ଡେବ୍ୟୁ ଆଓ୍ବାର୍ଡ ମିଳିଛି। ସେହିପରି ଦିଲ୍ଲୀପ ଦୋଶୀଙ୍କୁ ବିସିସିଆଇ ସ୍ପେସିଆଲ ଆଓ୍ବାର୍ଡ ମିଳିଛି।

bcci
bcci

ମୁମ୍ବାଇ: ରବିବାର ଦିନ ମୁମ୍ବାଇ ଠାରେ ବିସିସିଆଇର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ 'ନମନ' ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ଭାରତୀୟ କ୍ରିକେଟରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଛି।

bcci
ବିସିସିଆଇର ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ଭାରତୀୟ କ୍ରିକେଟ ଟିମ

ପୁରସ୍କୃତ ହୋଇଥିବା ଖେଳାଳି ହେଉଛନ୍ତି:

  • ଶେଫାଳି ବର୍ମା: ଜଗମୋହନ ଡାଲମିୟା ଟ୍ରଫି- ବେଷ୍ଟ ମିହିଳା କ୍ରିକେଟର(କନିଷ୍ଠ ଘରୋଇ ବର୍ଗ)2018-19
  • ଦୀପ୍ତି ଶର୍ମା: ଜଗମୋହନ ଡାଲମିୟା ଟ୍ରଫି-ବେଷ୍ଟ ମିହିଳା କ୍ରିକେଟର(ସିନିୟର ଘରୋଇ ବର୍ଗ )2018-19(ସିନିୟର ଦିନିକିଆ)
  • ଅଭିଷେକ ଯାଦବ:ଜଗମୋହନ ଡାଲମିୟା ଟ୍ରଫି-ସର୍ବାଧିକ ଓ୍ବିକେଟ ହାସଲ(u-16) (ବିଜୟ ମର୍ଚାଣ୍ଟ ଟ୍ରଫି 2018-19)
  • ଆରୟନ ହୁଡା: ଜଗମୋହନ ଡାଲମିୟା ଟ୍ରଫି- ସର୍ବାଧିକ ରନ୍‌ ହାସଲ(u-16) (ବିଜୟ ମର୍ଚାଣ୍ଟ ଟ୍ରଫି 2018-19)
  • ଅପୂର୍ବ ଆନନ୍ଦ:ଏମ.ଏ ଚିଦାମ୍ବରମ ଟ୍ରଫି-ସର୍ବାଧିକ ଓ୍ବିକେଟ ହାସଲ(u-19) (କୁଚ ବିହାର ଟ୍ରଫି 2018-19)
    bcci
    ଫଟୋ ସୌଜନ୍ୟ:ସୋସିଆଲମିଡିଆ@BCCI
  • ବତ୍ସଲ ଗୋବିନ୍ଦ: ଏମ.ଏ ଚିଦାମ୍ବରମ ଟ୍ରଫି- ସର୍ବାଧିକ ରନ୍‌ ହାସଲ(u-19) (କୁଚ ବିହାର ଟ୍ରଫି 2018-19)
  • ସିଦକ ସିଂ: ଏମ.ଏ ଚିଦାମ୍ବରମ ଟ୍ରଫି-ସର୍ବାଧିକ ଓ୍ବିକେଟ ହାସଲ(u-23) (ସିକେ ନାଇଡୁ ଟ୍ରଫି 2018-19)
  • ମନନ ହିଙ୍ଗରାଜିଆ: ଏମ.ଏ ଚିଦାମ୍ବରମ ଟ୍ରଫି- ସର୍ବାଧିକ ରନ୍‌ ହାସଲ(u-23) (ସିକେ ନାଇଡୁ ଟ୍ରଫି 2018-19)
  • ଆଶୁତୋଷ ଅମନ: ମାଧବରାଓ ସିନ୍ଧିଆ ଆଓ୍ବାର୍ଡ-ସର୍ବାଧିକ ଓ୍ବିକେଟ ହାସଲ(ରଣଜୀ ଟ୍ରଫି 2018-19)
  • ମିଲିନ୍ଦ କୁମାର: ମାଧବରାଓ ସିନ୍ଧିଆ ଆଓ୍ବାର୍ଡ- ସର୍ବାଧିକ ରନ୍‌ ହାସଲ (ରଣଜୀ ଟ୍ରଫି 2018-19)
    bcci
    ଫଟୋ ସୌଜନ୍ୟ:ସୋସିଆଲମିଡିଆ@BCCI
  • ନିତିଶ ରଣା: ଲାଲା ଅମରନାଥ ଆଓ୍ବାର୍ଡ-ବେଷ୍ଟ ଅଲରାଉଣ୍ଡର( ଘରୋଇ ସୀମିତ ଓଭର 2018-19 )
  • ଶିବମ ଦୁବେ: ଲାଲା ଅମରନାଥ ଆଓ୍ବାର୍ଡ-ବେଷ୍ଟ ଅଲରାଉଣ୍ଡର (ରଣଜୀ ଟ୍ରଫି 2018-19)
  • 2018-19 ସିଜନ୍‌ରେ ବିସିସିଆଇର ଘରୋଇ ଟୁର୍ଣ୍ଣାମେଣ୍ଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦଳ ଭାବେ ବିର୍ଦ୍ଧଭ କ୍ରିକେଟ ସଂଘକୁ ଆଓ୍ବାର୍ଡ ମିଳିଛି।
  • ମହିଳା ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟ(2018-19)ରେ ସର୍ବାଧିକ ଓ୍ବିକେଟ ନେଇଥିବା କ୍ରିକେଟର ପାଲଟିଛନ୍ତି ଝୁଲଣ ଗୋସ୍ବାମୀ।
  • ମହିଳା ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟ(2018-19)ରେ ସର୍ବାଧିକ ରନ୍‌ ହାସଲ କରିଥିବା କ୍ରିକେଟର ପାଲଟିଛନ୍ତି ସ୍ମୃତି ମାନ୍ଧାନା ।
    bcci
    ଫଟୋ ସୌଜନ୍ୟ:ସୋସିଆଲମିଡିଆ@BCCI
  • ଜସପ୍ରୀତ ବୁମରା: ଦିଲ୍ଲୀପ ସରଦେଶାଇ ଆଓ୍ବାର୍ଡ-ସର୍ବାଧିକ ଓ୍ବିକେଟ ହାସଲ(ଟେଷ୍ଟ କ୍ରିକେଟ 2018-19)
  • ଚେତେଶ୍ବର ପୂଜାରା: ଦିଲ୍ଲୀପ ସରଦେଶାଇ ଆଓ୍ବାର୍ଡ- ସର୍ବାଧିକ ରନ୍‌ ହାସଲ (ଟେଷ୍ଟ କ୍ରିକେଟ 2018-19)
  • ମହିଳା ବର୍ଗରେ ଶେଫାଳି ବର୍ମାଙ୍କୁ ବେଷ୍ଟ ଇଣ୍ଟରନ୍ୟାସନାଲ ଡେବ୍ୟୁ ଆଓ୍ବାର୍ଡ ମିଳିଛି।
  • ପୁରୁଷ ବର୍ଗରେ ମୟଙ୍କ ଅଗ୍ରଓ୍ବାଲଙ୍କୁ ବେଷ୍ଟ ଇଣ୍ଟରନ୍ୟାସନାଲ ଡେବ୍ୟୁ ଆଓ୍ବାର୍ଡ ମିଳିଛି।
  • ପୁନମ ଯାଦବଙ୍କୁ ବେଷ୍ଟ ଇଣ୍ଟରନ୍ୟାସନାଲ କ୍ରିକେଟର ଆଓ୍ବାର୍ଡ ମିଳିଛି।
    bcci
    ଫଟୋ ସୌଜନ୍ୟ:ସୋସିଆଲମିଡିଆ@BCCI
  • ଜସପ୍ରୀତ ବୁମରା: ପୋଲି ଉମ୍ରିଗର ଆୱାର୍ଡ(ପୁରୁଷ ବର୍ଗ)।
  • ଦିଲ୍ଲୀପ ଦୋଶୀଙ୍କୁ ବିସିସିଆଇ ସ୍ପେସିଆଲ ଆଓ୍ବାର୍ଡ ମିଳିଛି।
  • ଅଞ୍ଜୁମ ଚୋପ୍ରାଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ମିଳିଛି। ସେ ପ୍ରଥମ ମହିଳା କ୍ରିକେଟର ଭାବେ 100ଟି ଦିନିକିଆ ମ୍ୟାଚ ଖେଳିଛନ୍ତି।
  • କ୍ରୀଷ୍ଣାମାଚାରି ଶ୍ରୀକାନ୍ତଙ୍କୁ ସିକେ ନାଇଡୁ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି।
  • ବୀରେନ୍ଦ୍ର ଶର୍ମା: ବେଷ୍ଟ ଅମ୍ପାୟାର( ଘରୋଇ କ୍ରିକେଟ 2018-19)

Intro:Body:

BLANK FOR LINK 

Conclusion:
Last Updated : Jan 12, 2020, 9:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.