ନୂଆଦିଲ୍ଲୀ: ମହିଳା ଟି20 ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । କ୍ୟାପଟେନ ହରମିନପ୍ରିତ କୌରଙ୍କ ନେତୃତ୍ବରେ ବିଶ୍ବକପ ଖେଳିବ ଭାରତ । ଏନେଇ 15 ଜଣିଆ ଭାରତୀୟ ଦଳ ବିସିସିଆଇ ପକ୍ଷରୁ ଘୋଷଣା ହୋଇଛି ।
ମହିଳା ଟି20 ବିଶ୍ବକପ ପାଇଁ ଭାରତୀୟ ଦଳ:
ହରମନପ୍ରିତ କୌର(କ୍ୟାପଟେନ), ସ୍ମୃତି ମାନ୍ଧାନା, ସେଫାଳି ବର୍ମା, ଜେମିମା ରୋଡ୍ରିଗ୍ୟୁସ, ହାରଲିନ ଦେଓଲ, ଦିପ୍ତି ଶର୍ମା, ବେଦା କ୍ରୀଷ୍ଣାମୂର୍ତ୍ତୀ, ରିଚା ଘୋଷ, ତାନିଆ ଭାଟିଆ(ୱିକେଟ କିପର), ପୁନମ ଯାଦବ, ରାଧା ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ସିଖା ପାଣ୍ଡେ, ପୂଜା ବସ୍ତ୍ରକର, ଅରୁନ୍ଧତୀ ରେଡ୍ଡି ।