ETV Bharat / sports

3 ଖାଲି ପଦବୀ ପାଇଁ ବିସିସିଆଇ ଦେଲା ବିଜ୍ଞାପନ

author img

By

Published : Feb 22, 2020, 4:30 PM IST

ଜାତୀୟ କ୍ରିକେଟ ଏକାଡେମୀରେ ଖାଲିଥିବା 3ଟି ପଦ ପାଇଁ ବିସିସିଆଇ ବିଜ୍ଞାପନ ପ୍ରକାଶ କରିଛି ।

bcci-advertises-for-fast-bowling-coach-at-national-cricket-academy
3 ଖାଲି ପଦବୀ ପାଇଁ ବିସିସିଆଇ ଦେଲା ବିଜ୍ଞାପନ

ମୁମ୍ବାଇ: ଜାତୀୟ କ୍ରିକେଟ ଏକାଡେମୀରେ ଖାଲିଥିବା 3ଟି ପଦ ପାଇଁ ବିସିସିଆଇ ବିଜ୍ଞାପନ ପ୍ରକାଶ କରିଛି । ଦୃତ ବୋଲିଂ କୋଚ, ସୋସିଆଲ ମିଡିଆ ମ୍ୟାନେଜର ଓ କ୍ରିକେଟ ଆନାଲିସିସ୍‌ ଭଳି 3ଟି ପଦ ପାଇଁ ବିଜ୍ଞାପନ ବାହାରିଛି ।

ତେବେ ଦୃତ ବୋଲିଂ କୋଚ ପାଇଁ ବୟସ ସୀମା 58 ବର୍ଷ ରହିଛି । ଯାହା ପାଇଁ ଏନସିଏ ମୁଖ୍ୟ ରାହୁଲ ଦ୍ରାବିଡ ପରୀକ୍ଷା ନେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.