ETV Bharat / sports

କୋରୋନାରେ ଆକ୍ରାନ୍ତ ହେଲେ ବିସିବିର ଡେଭେଲପମେଣ୍ଟ କୋଚ

author img

By

Published : May 13, 2020, 11:06 PM IST

ବାଂଲାଦେଶ କ୍ରିକେଟ ବୋର୍ଡର ଡେଭେଲପମେଣ୍ଟ କୋଚଙ୍କ କୋରୋନା ରିପୋର୍ଟ ପଜିଟିଭି । ନିଜେ ଆଶିକୁର ଏନେଇ ଦେଲେ ସୂଚନା । ଅଧିକ ପଢ଼ନ୍ତୁ...

BCB's Development coach, Bangladesh Cricket Board, BCB coach tested positive with COVID-19, ବିସିବିର ଡେଭେଲପମେଣ୍ଟ କୋଚ, କୋରୋନାରେ ଆକ୍ରାନ୍ତ
କୋରୋନାରେ ଆକ୍ରାନ୍ତ ହେଲେ ବିସିବିର ଡେଭେଲପମେଣ୍ଟ କୋଚ

ଢାକା: ବାଂଲାଦେଶ କ୍ରିକେଟ ବୋର୍ଡର ଡେଭେଲପମେଣ୍ଟ କୋଚ ଆଶିକୁର ରହମାନ କରୋନାଭାଇରସ ପାଇଁ ପରୀକ୍ଷା କରିବା ପରେ ତାଙ୍କ ରିପୋର୍ଟ ପଜିଟିଭି ଆସିଛି ।

ମଙ୍ଗଳବାର ରହମାନ କହିଛନ୍ତି, “ମୁଁ ଆଜି ଅପରାହ୍ନରେ ଭର୍ତ୍ତି ହୋଇଛି । ଗତକାଲି ରିପୋର୍ଟ ପାଇଛି ଏବଂ ରିପୋର୍ଟରେ କୋଭିଡ-19 ପଜିଟିଭି ବୋଲି କୁହାଯାଇଛି । ସେ କୋରୋନା ଜନିତ ଲକ୍ଷଣ ଥିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିଥିବା ସ୍ପଷ୍ଟ କରିଛନ୍ତି।

“ମୁଁ ପ୍ରଥମେ ଏହାକୁ ବୁଝି ପାରିଲି ନାହିଁ । ମୁଁ ଭାବିଲି ମୋର ଟନସିଲ ଫୁଲିଯାଇଛି । ମୋର ପ୍ରଥମେ ଗଳା ଯନ୍ତ୍ରଣା ହୋଇଥିଲା, ତାପରେ ଧୀରେ ଧୀରେ ଜ୍ବର ଆସିଥିଲା, ତା’ପରେ ଛାତିରେ ଯନ୍ତ୍ରଣା ଅନୁଭବ ହେଲା ଏବଂ ଡାକ୍ତରଙ୍କ ପାଖକୁ ଯାଇ ମୋର ପରୀକ୍ଷା କଲି,’’ ବୋଲି ରହମାନ ପ୍ରକାଶ କରିଛନ୍ତି ।

ପୂର୍ବତନ ଅଣ୍ଡର-19 ପେସର୍ 2002 ବିଶ୍ବକପରେ ବାଂଲାଦେଶ ଦଳରେ ସ୍ଥାନ ପାଇଥିଲେ ଏବଂ 15ଟି ପ୍ରଥମ ଶ୍ରେଣୀ ମ୍ୟାଚ ଏବଂ 18ଟି ଲିଷ୍ଟ-ଏ ମ୍ୟାଚ ମଧ୍ୟ ଖେଳିଛନ୍ତି ।

ସେ ବର୍ତ୍ତମାନ ଢାକା ପ୍ରିମିୟର ଲିଗରେ ପ୍ରାଇମ ବ୍ୟାଙ୍କ ଦ୍ବାରା ନିଯୁକ୍ତି ପାଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.