ETV Bharat / sports

BBL: ଗୋଟିଏ ଦିନରେ ଡବଲ ହ୍ୟାଟ୍ରିକ ଶିକାର

ଆଫଗାନିସ୍ତାନର ଷ୍ଟାର୍ ଲେଗ ସ୍ପିନର୍ ରଶିଦ୍ ଖାନ୍ ଓ ପାକିସ୍ତାନ ପେସର ହାରିସ୍ ରୌଫ୍ ହ୍ୟାଟ୍ରିକ ଶିକାର କରିଛନ୍ତି । ଅଷ୍ଟ୍ରେଲିଆରେ ଚାଲିଥିବା ବିଗ୍‌ ବାସ୍‌ ଲିଗ୍‌ରେ ଗୋଟିଏ ଦିନରେ ଦୁଇଟି ହ୍ୟାଟ୍ରିକ ଶିକାର ଦେଖିବାକୁ ମିଳିଛି ।

bbl-two-hat-trick-in-one-day
BBL
author img

By

Published : Jan 8, 2020, 11:29 PM IST

ମେଲବର୍ଣ୍ଣ: ଭାରତରେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ବିଦେଶୀ ପ୍ରିମିୟର ଲିଗରେ ଦେଖିବାକୁ ମିଳିଛି ହାଇଡ୍ରାମା । ଅଷ୍ଟ୍ରେଲିଆରେ ଚାଲିଥିବା ବିଗ୍‌ ବାସ୍‌ ଲିଗ୍‌ରେ ଗୋଟିଏ ଦିନରେ ଦୁଇଟି ହ୍ୟାଟ୍ରିକ ଶିକାର ଦେଖିବାକୁ ମିଳିଛି । ଆଫଗାନିସ୍ତାନର ଷ୍ଟାର୍ ଲେଗ ସ୍ପିନର ରଶିଦ ଖାନ ଓ ପାକିସ୍ତାନୀ ପେସର ହାରିସ୍ ରୌଫ୍ ହ୍ୟାଟ୍ରିକ ଶିକାର କରିଛନ୍ତି ।

ଆଡିଲେଡ୍ ଷ୍ଟ୍ରାଇକର୍ସ ପାଇଁ ରଶିଦ୍ ଖାନ ହ୍ୟାଟ୍ରିକ୍ ନେବା ପରେ ମେଲବର୍ଣ୍ଣ ଷ୍ଟାର୍ସ ପକ୍ଷରୁ ଖେଳୁଥିବା ପାକିସ୍ତାନୀ ବୋଲର ହାରିସ୍ ରୌଫ୍ ହ୍ୟାଟ୍ରିକ ଶିକାର କରିଛନ୍ତି । ହାରିସ୍ ସିଡନୀ ଥଣ୍ଡର୍ସ ଇନିଂସର ଶେଷ ଓଭରରେ ଲଗାତାର 3ଟି ୱିକେଟ୍ ନେଇଛନ୍ତି । ସେ ମାଥ୍ୟୁ ଗିଲକେସ୍ (41), କାଲମ୍ ଫର୍ଗୁସନ୍ (35)ଙ୍କୁ ଏବଂ ଡାନିଏଲ୍ ସାମ୍ସ (0)ଙ୍କ ୱିକେଟ୍ ନେଇ ନିଜର ହ୍ୟାଟ୍ରିକ୍ ପୂରଣ କରିଛନ୍ତି ।

ଏହା ପୂର୍ବରୁ ଆଜି (ବୁଧବାର) ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଆଡିଲେଡ୍ ଷ୍ଟ୍ରାଇକର୍ସର ସ୍ପିନର ରଶିଦ୍ କ୍ୟାରିୟରର ତୃତୀୟ ହ୍ୟାଟ୍ରିକ୍ ହାସଲ କରିଛନ୍ତି । ସିଡନୀ ସିକ୍ସର୍ସ ବିପକ୍ଷ ମ୍ୟାଚରେ ହ୍ୟାଟ୍ରିକ ଶକାର କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.