ETV Bharat / sports

BBL: ମୁଜୀବ ଅର ରେହମାନ କୋରୋନା ପଜିଟିଭ

ଆଫଗାନିସ୍ତାନ ସ୍ପିନର ମୁଜୀବ ଅର ରେହମାନ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

BBL: Mujeeb Ur Rahman tests positive for coronavirus
BBL: ମୁଜୀବ ଅର ରେହମାନ କୋରୋନା ପଜିଟିଭ
author img

By

Published : Dec 4, 2020, 4:58 PM IST

ହାଇଦ୍ରାବାଦ: ଆଫଗାନିସ୍ତାନ ସ୍ପିନର ମୁଜୀବ ଅର ରେହମାନ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଗ ବାସ ଲିଗର ବ୍ରିସବେନ ହିଟ ଟିମର ସଦ୍ୟ ରହିଛନ୍ତି ମୁଜୀବ। ଗତ ସପ୍ତାହରେ ସେ ନିଜ ହୋମଟାଉନ କାବୁଲରୁ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ । ପରେ କୁଇନସଲ୍ୟାଣ୍ଡରେ ହୋଟେଲ କ୍ବାରେଣ୍ଟିନରେ ରହିବା ସମୟରେ ତାଙ୍କଠାରେ କୋରୋନା ଲକ୍ଷଣ ଦେଖାଯାଇଥିଲା ।

ତେବେ ମୁଜୀବ ସୁସ୍ଥ ଅଛନ୍ତି ଓ କୁଇନସଲ୍ୟାଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସ୍ଥିତି ଉପରେ ନଜର ରଖାଯାଇଛି । ଆଗାମୀ ବିଗ ବାସ୍ ଲିଗ(ବିବିଏଲ) ର 10 ସଂସ୍କରଣରେ ବ୍ରିସବେନ ହିଟ ପକ୍ଷରୁ ନଜର ଆସିବେ ମୁଜୀବ । ମୁଜୀବ ସୁସ୍ଥ ହେବା ପର୍ଯ୍ୟନ୍ତ କୁଇନସଲ୍ୟାଣ୍ଡ ସରକାରଙ୍କ ସମସ୍ତ ଗାଇଡଲାଇନକୁ ପାଳମନ କରାଯାଉଥିବା କହିଛନ୍ତି, କ୍ରିକେଟ ଅଷ୍ଟ୍ରେଲିଆ ତଥା ବିବିଏଲ ମୁଖ୍ୟ ଆଲିଷ୍ଟାର ଡବସନ ।

ବିବିଏଲର 10ମ ସଂସ୍କରଣ ଡିସେମ୍ବର 10ରୁ ଆରମ୍ଭ ହେବାନେଇ ସୂଚୀ ରହିଛି । ଫାଇନାଲ ମ୍ୟାଚ ଜାନୁଆରୀ 26ରେ ଖେଳାଯିବ ।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.