ETV Bharat / sports

ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ବିବିଏଲ ଫାଇନାଲ

author img

By

Published : Jan 30, 2021, 10:25 PM IST

ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଫେବ୍ରୁଆରୀ 6ରେ ଖେଳାଯିବ ବିଗ ବାସ ଲିଗ (ବିବିଏଲ) ଫାଇନାଲ । ଅଧିକ ପଢନ୍ତୁ...

BBL FINAL TO BE PLAYED AT SYDNEY CRICKET GROUND
ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ବିବିଏଲ ଫାଇନାଲ

ସିଡନୀ: ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଫେବ୍ରୁଆରୀ 6ରେ ଖେଳାଯିବ ବିଗ ବାସ ଲିଗ (ବିବିଏଲ) ଫାଇନାଲ । ସିଡନୀ ସିକ୍ସର୍ସ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ପର୍ଥ ସ୍କର୍ଚର୍ସଙ୍କୁ ହରାଇ ବିବିଏଲ ଫାଇନାଲରେ ପ୍ରବେଶ କରିଛି । ଅନ୍ୟପଟେ ଫାଇନାଲରେ ପ୍ରବେଶ କରିବାକୁ ସ୍କର୍ଚର୍ସକୁ ଆଉ ଏକ ସୁଯୋଗ ମିଳିବ ।

4 ଫେବୃଆରୀରେ ସିଡନୀ ଥଣ୍ଡର ଓ ବ୍ରିସବେନ ହିଟ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚରେ ବିଜେତା ଟିମ ସହ ଖେଳିବ ପର୍ଥ ସ୍କର୍ଚର୍ସ ।

ଲଗାତାର ଦ୍ବିତୀୟ ଥର ବିବିଏଲ ଫାଇନାଲକୁ ଉନ୍ନୀତ ହେବାପରେ କ୍ରିକେଟ ଅଷ୍ଟ୍ରେଲିଆ ସିଡନୀ ସିକ୍ସର୍ସକୁ ଶୁଭେଚ୍ଛା ଜଣାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.