ETV Bharat / sports

କାଉଣ୍ଟର ରେଡି, ମହାମୁକାବିଲା ପାଇଁ କାଲିଠୁ ଟିକେଟ୍ ବିକ୍ରି - ଅନଲାଇନ ଟିକେଟ୍

ଆସନ୍ତା 22ରେ ବାରବାଟୀରେ ମହାଲଢେଇ । ଗୁରୁବାର ଠାରୁ କାଉଣ୍ଟରରେ ମିଳିବ ଟିକେଟ୍ । ଏଥିପାଇଁ ଷ୍ଟାଡିୟମ ବି ପ୍ରସ୍ତୁତ ।

ticket counter ready
କାଉଣ୍ଟର ରେଡି
author img

By

Published : Dec 18, 2019, 6:50 PM IST

କଟକ: ହାତରେ ମାତ୍ର 3 ଦିନ । ବାରବାଟୀରେ ମହାଲଢେଇ । ପୋଲାର୍ଡ ବାହିନୀ ସହ ମୁଁହାମୁହିଁ ହେବ ଭାରତ । ଷ୍ଟାଡିଅମ ବି ପ୍ରସ୍ତୁତ । ବିରାଟ ବିରାଟ ସ୍ବରରେ କମ୍ପିବ ବାରବାଟୀ । କାରଣ ଦୀର୍ଘ ଦିନ ପରେ ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ୍‌ । ତେବେ ଏହି ମ୍ୟାଚ ପାଇଁ ଗୁରୁବାର ସକାଳ 9ଟାରୁ କାଉଣ୍ଟରରେ ବିକ୍ରି ହେବ ଟିକେଟ୍‌ । ଏନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ ।

ମହାମୁକାବିଲା ପାଇଁ କାଲିଠୁ ଟିକେଟ୍ ବିକ୍ରି

ଯାହାକୁ କିଣିବା ପାଇଁ କାଉଣ୍ଟରରେ ଲାଗିବ ଫ୍ୟାନ୍ସଙ୍କ ଲମ୍ବା ଲାଇନ । ତେବେ ଚଳିତବର୍ଷ କାଉଣ୍ଟର ସଂଖ୍ୟା ବୃଦ୍ଧି କରାଯାଇଥିବାରୁ କ୍ରୀଡାପ୍ରେମୀ ମାନଙ୍କୁ ଟିକେଟ କିଣିବାରେ କୌଣସି ଅସୁବିଧା ହେବନି ବୋଲି ଆଶା କରାଯାଉଛି । ଏହାଛଡା ନିଜର ପସନ୍ଦଦାର କ୍ରିକେଟରକୁ ଦେଖିବା ପାଇଁ କିଏ ବା ଚାନ୍ସ ମିସ୍‌ କରିବ ବୋଲି କହିଛନ୍ତ ଫ୍ୟାନ୍ସ ।

ଅନ୍ୟପଟେ କାଉଣ୍ଟର ଟିକେଟ ବିକ୍ରି ପାଇଁ କମିଶନରେଟ ପୋଲିସ ପାଇଁ ହୋଇଛି ବଡ଼ ଚ୍ୟାଲେଞ୍ଜ । କାରଣ ହଜାର ହଜାର ଦର୍ଶକ ଓ ଫ୍ୟାନ୍ସଙ୍କୁ ଟିକେଟ କିଣିବା ପାଇଁ ଆସିବେ । ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତି କାଉଣ୍ଟର ପୋଲିସ ଅଧିଅକାରୀ ମୁତୟନ ରହିବେ । ତା ଛଡା ଟିକେଟ କଳାବଜାରୀ ଉପରେ କଡା ନଜର ରଖିବ ପୋଲିସ । କାରଣ ଗତ ମ୍ୟାଚରେ ମଧ୍ୟ ଟିକେଟ ବ୍ଲାକରେ ବିକ୍ରି ହେବା ଦୃଶ୍ୟ ସମ୍ନାକୁ ଆସିଥିଲା । ଟିକେଟ ବିକ୍ରି ସମୟରେ କାଉଣ୍ଟର ପାଖରେ 13 ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଯାହାଦ୍ବାରା ଦର୍ଶକଙ୍କ ସୁରକ୍ଷା ଓ ଟିକେଟ ବ୍ଲାକ ରୋକା ଯାଇପାରିବ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Intro:କଟକ: ପାଖେଇ ଆସୁଛି ଡିସେମ୍ବର 22 । ଯେଉଁଦିନ ବାରଵାଟି ରେ ହେବ ମହାଡ଼ଲଢେଉ । ପୋଲର୍ଡ଼ ବାହିନୀ ସହ ମୁଁହାମୁହିଁ ହେବ ଭାରତ । ତେବେ ଏହି ମେଗା ପ୍ରତିଯୋଗୀତା ପାଇଁ ବାଇବାଟି ପ୍ରସ୍ତୁତ ଏକ ପ୍ରକାର ପ୍ରସ୍ତୁତ ହୋଇ ସାରିଲାଣି । ତେବେ ଏହି ମ୍ୟାଚ ପାଇଁ ଆସନ୍ତା କାଲିଠୁ ବିକ୍ରି ହେବ ଅଫଳାଇନ ଟିକେଟ । ଦିନ 9 ଟା ଠାରୁ ଆରମ୍ଭ ହେବ ଟିକେଟ ବିକ୍ରି । ତେବେ ଏନେଇ କ୍ରୀଡ଼ାପ୍ରେମୀ ଙ୍କ ମଧ୍ୟରେ ଖେଳିଯାଇଛି ଖୁସି ର ଲହରୀ ।

Body:ଭିଓ୧: ହାତରେ 3 ଦିନ । ଷ୍ଟାଡିଅମ ବି ପ୍ରସ୍ତୁତ । ବିରାଟ ବିରାଟ ସ୍ୱର ରେ କମ୍ପିବ ବାରବାଟି । କାରଣ ଦୀର୍ଘ ଦିନ ପରେ ବାରବାଟୀ କୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ । ତେବେ ଏହି ମ୍ୟାଚ ପାଇଁ କାଲିଠୁ କାଉଣ୍ଟର ରେ ବିକ୍ରି ହେବ ଟିକେଟ । ଅନଲାଇନ ଟିକେଟ ବିକ୍ରି ପରେ ଆସନ୍ତାକାଲି କାଉଣ୍ଟର ରେ ଉପଲବ୍ଧ ହେବ ଟିକେଟ । ଯାହାକୁ କିଣିବା ପାଇଁ ଫ୍ୟାନ୍ସଙ୍କ ଲାଗିବ ଲାଇନ । ତେବେ ଚଳିତବର୍ଷ କାଉଣ୍ଟର ସଂଖ୍ୟା ବୃଦ୍ଧି କରାଯାଇଥିବାରୁ କ୍ରୀଡାପେମି ମାନଙ୍କୁ ଟିକେଟ କିଣିବାରେ କୌଣସି ଅସୁବିଧା ମଧ୍ୟ ହେବନି । ଏହାଛଡା ନିଜର ପସନ୍ଦଦାର କ୍ରିକେଟର କୁ ଦେଖିବା ପାଇଁ କିଏ ବା ଚାନ୍ସ ମିସ କରିବ ବୋଲି କହିଛନ୍ତ ଫ୍ୟାନ୍ସ ।

ବାଇଟ: କ୍ରୀଡ଼ାପ୍ରେମୀ

ଭିଓ୨: ଅନ୍ୟପଟେ କାଉଣ୍ଟର ଟିକେଟ ବିକ୍ରି ପାଇଁ କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । କାରଣ ହଜାର ହଜାର ଦର୍ଶକ ଓ ଫ୍ୟାନ୍ସ ଙ୍କୁ ଟିକେଟ କିଣିବା ପାଇଁ ଆସିବେ । ସେମାନଙ୍କ ସୁରକ୍ଷା ଦୃଷ୍ଟି ରୁ ପ୍ରତି କାଉଣ୍ଟର ପୋଲିସ ଅଧିଅକାରୀ ମୁତୟନ ରହିବେ । ତା ଛଡା ଟିକେଟ କଳାବଜାରୀ ଉପରେ ଜଡ଼ା ନଜର ରହିବ । କାରଣ ଗତ ମ୍ୟାଚ ରେ ମଧ୍ୟ ଟିକେଟ ବ୍ଲାକ ରେ ବିକ୍ରି ହେବା ଦୃଶ୍ୟ ସମ୍ନା କୁ ଆସିଥିଲା । ଟିକେଟ ବିକ୍ରି ସମୟରେ କାଉଣ୍ଟର ପାଖରେ 13 ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଯାହାଦ୍ୱାରା ଦର୍ଶକ ଙ୍କ ସୁରକ୍ଷା ଓ ଟିକେଟ ବ୍ଲାକ ରୋକାଯାଇପାରିବ ବୋଲି କହିଛନ୍ତି କଟକ ଡିସିପି ଅଖିଳେସ୍ୱର ସିଂ ।

ବାଇଟ: ଅଖିଳେସ୍ୱର ସିଂ( କଟକ ଡିସିପି)

Conclusion:ଫାଭିଓ : ସମୟ ପାଖେଇ ଆସିଲା । ବଢ଼ିଲା ଫ୍ୟାନ୍ସ ଙ୍କ ହାର୍ଟବିର୍ଟ । କାରଣ ଦୁଇ ବର୍ଷ ଅପେକ୍ଷାର ଅନ୍ତ ଘଟିବ । ବାରବାଟୀ ରେ ବିରାଟ ବାହିନୀ ରେକର୍ଡ କରିବ ଓ ଶୃଂଖଳା ମଧ୍ୟ କବଜା କରିବ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.