ETV Bharat / sports

ଡୋପ ଅବମାନନା, ବାଂଲାଦେଶୀ ବୋଲର କାଜି ଅନିକ ଦୁଇ ବର୍ଷ ବାସନ୍ଦ

author img

By

Published : Jul 27, 2020, 10:03 PM IST

ବାଂଲାଦେଶ କ୍ରିକେଟ ବୋର୍ଡ ପେସର କାଜି ଅନିକଙ୍କୁ ବୋର୍ଡର ସମସ୍ତ ପ୍ରକାର ସୂଚୀରୁ ବାଦ୍ ଦେଇଛି । 19 ବର୍ଷରୁ କମ 2018-19 ବିଶ୍ବକପରେ ବାଂଲାଦେଶର ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଥିଲେ । ସମାନ ବର୍ଷ ଖେଳାଳିଙ୍କ ପାଇଁ ବାରଣ ହୋଇଥିବା ମେଥାମ୍ପହେତାମିନ ପଜିଟିଭ ଥିବା ପରୀକ୍ଷାରୁ ଜଣା ପଡିଥିଲା ।

Bangladesh's Kazi Anik Islam handed 2-year-suspension for doping violation
ଡୋପ ଅବମାନନା, ବାଂଲାଦେଶୀ ବୋଲର କାଜି ଅନିକ ଦୁଇବର୍ଷ ବାସନ୍ଦ

ଢାକା: ଡୋପ ଟେଷ୍ଟ ନିୟମ ଅବମାନନା କରି ବାଂଲାଦେଶର ଯୁବ କ୍ରିକେଟର କାଜି ଅନିକ ଦୁଇ ବର୍ଷ ପାଇଁ ବାସନ୍ଦ । 2018 ନଭେମ୍ବରରେ ହୋଇଥିବା ନ୍ୟାସନାଲ କ୍ରିକେଟ ଲିଗ ସମୟରେ ଡୋପ ଟେଷ୍ଟରେ ବିଫଳ ହୋଇଥିଲେ ।

ବାଂଲାଦେଶ କ୍ରିକେଟ ବୋର୍ଡ ପେସର କାଜି ଅନିକଙ୍କୁ ବୋର୍ଡର ସମସ୍ତ ପ୍ରକାର ସୂଚୀରୁ ବାଦ୍ ଦେଇଛି । 19 ବର୍ଷରୁ କମ 2018-19 ବିଶ୍ବକପରେ ବାଂଲାଦେଶର ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଥିଲେ । ସମାନ ବର୍ଷ ଖେଳାଳିଙ୍କ ପାଇଁ ବାରଣ ହୋଇଥିବା ମେଥାମ୍ପହେତାମିନ ପଜିଟିଭ ଥିବା ପରୀକ୍ଷାରୁ ଜଣା ପଡିଥିଲା । ଏହି ଘଟଣା ଏକ ନ୍ୟାସନାଲ କ୍ରିକେଟ ଲିଗ ସମୟରେ ଘଟିଥିଲା । 21ବର୍ଷ ବୟସରେ ଭୁଲକୁ ସ୍ବୀକାର କରିଥିଲେ କାଜି । ଦୁଇବର୍ଷର ବାସନ୍ଦାଦେଶ 8 ଫେବୃଆରୀ 2019ରୁ ଆରମ୍ଭ ହେବ ।

2017-18 ବାଂଲାଦେଶ ପ୍ରିମିୟର ଲିଗରେ 29 ନଭେମ୍ବର 2017ରେ ରାଜସାକ୍ଷୀ କିଙ୍ଗ୍ସ ପକ୍ଷରୁ କାଜି ଡେବ୍ୟୁ କରିଥିଲେ । ସେ ଏଯାବତ ଖେଳିଥିବା 4ଟି ପ୍ରଥମ ଶ୍ରେଣୀ ମ୍ୟାଚରୁ 15 ୱିକେଟ ହାସଲ କରିଛନ୍ତି । 19 ବର୍ଷରୁ କମ 2018 ବିଶ୍ବକପରେ ବାଂଲାଦେଶ ପକ୍ଷରୁ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.