ETV Bharat / sports

ହାଇଦ୍ରାବାଦରେ ହେଉ ଆଇପିଏଲ, KTRଙ୍କୁ ଆଝାରୁଦ୍ଦିନଙ୍କ ସମର୍ଥନ

2021 ସଂସ୍କରଣର ଆଇପିଏଲ ଭେନ୍ୟୁ ମଧ୍ୟରେ ହାଇଦ୍ରାବାଦକୁ ସାମିଲ ପାଇଁ ବିସିସିଆଇକୁ ମହମ୍ମଦ ଆଝାରୁଦ୍ଦିନଙ୍କ ଅପିଲ । ଅଧିକ ପଢନ୍ତୁ...

author img

By

Published : Mar 1, 2021, 9:33 PM IST

Azharuddin bats for holding IPL matches in Hyd; Supports ktr's appeal to BCCI
ହାଇଦ୍ରାବାଦରେ ହେଉ ଆଇପିଏଲ, KTRଙ୍କ ପରେ ଆଝାରୁଦ୍ଦିନଙ୍କ ଅପିଲ

ହାଇଦ୍ରାବାଦ: 2021 ସଂସ୍କରଣର ଆଇପିଏଲ ଖେଳାଯିବାକୁ ଥିବା ଭେନ୍ୟୁ ମଧ୍ୟରେ ହାଇଦ୍ରାବାଦକୁ ସାମିଲ କରାଯାଉ। ତେଲେଙ୍ଗାନା ମନ୍ତ୍ରୀ କେ ଟି ରାମା ରାଓ ଏହି ଅପିଲ ଦିନକ ପୂର୍ବରୁ ବିସିସିଆଇକୁ ଏହି ଅପିଲ କରିବା ପରେ, ଏହାକୁ ସମର୍ଥନ କରିଛନ୍ତି ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ସଭାପତି ତଥା ପୂର୍ବତନ ଭାରତୀୟ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନ ।

Azharuddin bats for holding IPL matches in Hyd; Supports ktr's appeal to BCCI
ମହମ୍ମଦ ଆଝାରୁଦ୍ଦିନଙ୍କ ଟ୍ବିଟ

ପୂର୍ବରୁ ଗୋଟିଏ ଭେନ୍ୟୁରେ ଆଇପିଏଲର ସମସ୍ତ ମ୍ୟାଚ ଖେଳାଯିବା ନେଇ ବିସିସିଆଇ ବିଚାର କରୁଥିବା ଚର୍ଚ୍ଚା ହେଉଥିଲା । ତେବେ ଆନୁଷ୍ଠାନିକ ଘୋଷଣା ହୋଇନଥିବା ସତ୍ତ୍ବେ, ପ୍ରାୟ 4ରୁ 5ଟି ସହରରେ ଆଇପିଏଲ 2021ର ସମସ୍ତ ଖେଳାଯିବା ନେଇ ଯୋଜନା କରୁଛି ବୋର୍ଡ । ତେବେ ଚର୍ଚ୍ଚା ହେଉଥିବା ଭେନ୍ୟୁ ତାଲିକାରେ ହାଇଦ୍ରାବାଦ ନଥିବା ଜାଣିବାପରେ, ପ୍ରଥମ ତେଲେଙ୍ଗାନା ମନ୍ତ୍ରୀ KTR ଓ HCA ସଭାପତି ଅପିଲ କରିଛନ୍ତି ।

ତେଲେଙ୍ଗାନାର ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ(GHMC) ରେ ଶନିବାର 176 କୋଭିଡ-19 କେସ୍‌ ରିପୋର୍ଟ ହୋଇଥିଲା ।

ଆଇପିଏଲ 14ତମ ସଂସ୍କରଣ ଏପ୍ରିଲ ମାସର ଦ୍ବିତୀୟ ସପ୍ତାହରୁ ଆରମ୍ଭ ହେବାନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.