", "inLanguage": "or", "publisher": { "@type": "Organization", "name": "ETV Bharat", "url": "https://www.etvbharat.com", "logo": { "@type": "ImageObject", "contentUrl": "https://etvbharatimages.akamaized.net/etvbharat/prod-images/768-512-10285713-thumbnail-3x2-siraj.jpg" } } }
", "articleSection": "sports", "articleBody": "ଇରପଲ୍ଲୀ ପ୍ରସନ୍ନା, ବିଶନ ସିଂ ବେଦୀ, ମଦନ ଲାଲ ଓ ଜାହିର ଖାନଙ୍କ ସୂଚୀରେ ସାମିଲ ହୋଇଛନ୍ତି ମହମ୍ମଦ ସିରାଜ । ଅଧିକ ପଢନ୍ତୁ...ହାଇଦ୍ରାବାଦ: ଭାରତର ଅଷ୍ଟ୍ରେଲିଆ ଗସ୍ତ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ମଙ୍ଗଳବାର ଏହା ସ୍ପଷ୍ଟ ହୋଇଯିବ ଯେ, ବର୍ଡର ଗାଭାସ୍କର ଟ୍ରଫି କେଉଁ ଟିମ ପାଖରେ ରହିବ । ବ୍ରିସବେନରେ ଖେଳାଯାଉଥିବା 4ର୍ଥ ଟେଷ୍ଟର ଶେଷଦିନରେ ବର୍ଷାର ସମ୍ଭାବନା ମଧ୍ୟ ରହିଛି । ମାତ୍ର ଭାରତ ଏହି ମ୍ୟାଚ ଡ୍ର ରଖିବାରେ ସମର୍ଥ ହେଲେ ମଧ୍ୟ ଟ୍ରଫି ଭାରତୀୟ ଟିମ ପାଖେ ରହିବ । ସିରାଜ ଗାବାରେ ପାଞ୍ଚ ୱିକେଟ ଦଖଲକାରୀ ପଞ୍ଚମ ଭାରତୀୟ ବୋଲରଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପାଇଁ ଏହି ମ୍ୟାଚ ସ୍ମରଣୀୟ ରହିବ । ଏହା ତାଙ୍କର ଡେବ୍ୟୁ ସିରିଜ ଥିଲା ଓ ନିୟମିତ ବୋଲରଙ୍କ ଅନୁପସ୍ଥିତିରେ ବୋଲିଂ ବିଭାଗର ଦାୟିତ୍ବ ସମ୍ଭାଳିଲେ । A maiden Test five-for in his debut series for Mohammed Siraj 👏#AUSvIND | #WTC21 pic.twitter.com/nk3dngjuvX— ICC (@ICC) January 18, 2021 4ର୍ଥ ଓ ଶେଷ ଟେଷ୍ଟରେ ସିରାଜ ଦ୍ବିତୀୟ ଇଂନିସରେ 5 ୱିକେଟ ହାସଲ କରିଛନ୍ତି । ବ୍ରିସବେନର ଗାବାରେ ଖେଳାଯାଉଥିବା ଟେଷ୍ଟମ୍ୟାଚରେ 73 ରନ ବ୍ୟୟରେ 5 ୱିକେଟ ହାସଲ କରିଛନ୍ତି । ମହମ୍ମଦ ସିରାଜ ଗାବାରେ 5 ୱିକେଟ ହାସଲ କରିଥିବା 5ମ ଭାରତୀୟ ବୋଲର ବନିଛନ୍ତି । ଏହି ପ୍ରଦର୍ଶନ ସହ ସେ ଇରପଲ୍ଲୀ ପ୍ରସନ୍ନା, ବିଶନ ସିଂ ବେଦୀ, ମଦନ ଲାଲ ଓ ଜାହିର ଖାନଙ୍କ ସୂଚୀରେ ସାମିଲ ହୋଇଛନ୍ତି ।ଗାବାରେ 5 ୱିକେଟ ହାସଲ କରିଥିବା 5 ଭାରତୀୟ ବୋଲର-ଇରପଲ୍ଲୀ ପ୍ରସନ୍ନା (1968) - 6/ 104ବିଶନ ସିଂ ବେଦୀ (1977) - 5/ 57ମଦନ ଲାଲ୍‌ (1977) - 5/ 72ଜାହିର ଖାନ (2003) - 5/ 73ମହମ୍ମଦ ସିରାଜ (2021) - 5/ 732008 ପର ଏହା ପ୍ରଥମ ଥର ହୋଇଛି ଯେ, ଅଷ୍ଟ୍ରେଲିଆ ଟିମ ଗାବାରେ ସମସ୍ତ 10 ୱିକେଟ ହରାଇଛି ଓ 1987 ପରେ ଏହା କେବଳ 3ୟ ଥର ହୋଇଛି । 4ର୍ଥ ଟେଷ୍ଟରେ ଅଭିଜ୍ଞ ବୋଲରଙ୍କ ବିନା ଟିମ ଇଣ୍ଡିଆର ଏହି ପ୍ରଦର୍ଶନ ବାସ୍ତବିକ ପ୍ରଶଂସନୀୟ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ", "url": "https://www.etvbharat.comoriya/odisha/sports/cricket/cricket-top-news/aus-vs-aus-mohammed-siraj-enters-elite-list-with-five-wickets-haul/or20210118160554129", "inLanguage": "or", "datePublished": "2021-01-18T16:05:55+05:30", "dateModified": "2021-01-18T16:54:47+05:30", "dateCreated": "2021-01-18T16:05:55+05:30", "thumbnailUrl": "https://etvbharatimages.akamaized.net/etvbharat/prod-images/768-512-10285713-thumbnail-3x2-siraj.jpg", "mainEntityOfPage": { "@type": "WebPage", "@id": "https://www.etvbharat.comoriya/odisha/sports/cricket/cricket-top-news/aus-vs-aus-mohammed-siraj-enters-elite-list-with-five-wickets-haul/or20210118160554129", "name": "ସିରାଜ ଗାବାରେ ପାଞ୍ଚ ୱିକେଟ ଦଖଲକାରୀ ପଞ୍ଚମ ଭାରତୀୟ ବୋଲର", "image": "https://etvbharatimages.akamaized.net/etvbharat/prod-images/768-512-10285713-thumbnail-3x2-siraj.jpg" }, "image": { "@type": "ImageObject", "url": "https://etvbharatimages.akamaized.net/etvbharat/prod-images/768-512-10285713-thumbnail-3x2-siraj.jpg", "width": 1200, "height": 900 }, "author": { "@type": "Organization", "name": "ETV Bharat", "url": "https://www.etvbharat.com/author/undefined" }, "publisher": { "@type": "Organization", "name": "ETV Bharat Odisha", "url": "https://www.etvbharat.com", "logo": { "@type": "ImageObject", "url": "https://etvbharatimages.akamaized.net/etvbharat/static/assets/images/etvlogo/oriya.png", "width": 82, "height": 60 } } }

ETV Bharat / sports

ସିରାଜ ଗାବାରେ ପାଞ୍ଚ ୱିକେଟ ଦଖଲକାରୀ ପଞ୍ଚମ ଭାରତୀୟ ବୋଲର

author img

By

Published : Jan 18, 2021, 4:05 PM IST

Updated : Jan 18, 2021, 4:54 PM IST

ଇରପଲ୍ଲୀ ପ୍ରସନ୍ନା, ବିଶନ ସିଂ ବେଦୀ, ମଦନ ଲାଲ ଓ ଜାହିର ଖାନଙ୍କ ସୂଚୀରେ ସାମିଲ ହୋଇଛନ୍ତି ମହମ୍ମଦ ସିରାଜ । ଅଧିକ ପଢନ୍ତୁ...

IND VS AUS : MOHAMMED SIRAJ ENTERS ELITE LIST WITH 5 WICKET HAUL
ସିରାଜ ଗାବାରେ ପାଞ୍ଚ ୱିକେଟ ଦଖଲକାରୀ ପଞ୍ଚମ ଭାରତୀୟ ବୋଲର

ହାଇଦ୍ରାବାଦ: ଭାରତର ଅଷ୍ଟ୍ରେଲିଆ ଗସ୍ତ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ମଙ୍ଗଳବାର ଏହା ସ୍ପଷ୍ଟ ହୋଇଯିବ ଯେ, ବର୍ଡର ଗାଭାସ୍କର ଟ୍ରଫି କେଉଁ ଟିମ ପାଖରେ ରହିବ । ବ୍ରିସବେନରେ ଖେଳାଯାଉଥିବା 4ର୍ଥ ଟେଷ୍ଟର ଶେଷଦିନରେ ବର୍ଷାର ସମ୍ଭାବନା ମଧ୍ୟ ରହିଛି । ମାତ୍ର ଭାରତ ଏହି ମ୍ୟାଚ ଡ୍ର ରଖିବାରେ ସମର୍ଥ ହେଲେ ମଧ୍ୟ ଟ୍ରଫି ଭାରତୀୟ ଟିମ ପାଖେ ରହିବ ।

IND VS AUS : MOHAMMED SIRAJ ENTERS ELITE LIST WITH 5 WICKET HAUL
ସିରାଜ ଗାବାରେ ପାଞ୍ଚ ୱିକେଟ ଦଖଲକାରୀ ପଞ୍ଚମ ଭାରତୀୟ ବୋଲର

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପାଇଁ ଏହି ମ୍ୟାଚ ସ୍ମରଣୀୟ ରହିବ । ଏହା ତାଙ୍କର ଡେବ୍ୟୁ ସିରିଜ ଥିଲା ଓ ନିୟମିତ ବୋଲରଙ୍କ ଅନୁପସ୍ଥିତିରେ ବୋଲିଂ ବିଭାଗର ଦାୟିତ୍ବ ସମ୍ଭାଳିଲେ ।

4ର୍ଥ ଓ ଶେଷ ଟେଷ୍ଟରେ ସିରାଜ ଦ୍ବିତୀୟ ଇଂନିସରେ 5 ୱିକେଟ ହାସଲ କରିଛନ୍ତି । ବ୍ରିସବେନର ଗାବାରେ ଖେଳାଯାଉଥିବା ଟେଷ୍ଟମ୍ୟାଚରେ 73 ରନ ବ୍ୟୟରେ 5 ୱିକେଟ ହାସଲ କରିଛନ୍ତି ।

ମହମ୍ମଦ ସିରାଜ ଗାବାରେ 5 ୱିକେଟ ହାସଲ କରିଥିବା 5ମ ଭାରତୀୟ ବୋଲର ବନିଛନ୍ତି । ଏହି ପ୍ରଦର୍ଶନ ସହ ସେ ଇରପଲ୍ଲୀ ପ୍ରସନ୍ନା, ବିଶନ ସିଂ ବେଦୀ, ମଦନ ଲାଲ ଓ ଜାହିର ଖାନଙ୍କ ସୂଚୀରେ ସାମିଲ ହୋଇଛନ୍ତି ।

ଗାବାରେ 5 ୱିକେଟ ହାସଲ କରିଥିବା 5 ଭାରତୀୟ ବୋଲର-

  • ଇରପଲ୍ଲୀ ପ୍ରସନ୍ନା (1968) - 6/ 104
  • ବିଶନ ସିଂ ବେଦୀ (1977) - 5/ 57
  • ମଦନ ଲାଲ୍‌ (1977) - 5/ 72
  • ଜାହିର ଖାନ (2003) - 5/ 73
  • ମହମ୍ମଦ ସିରାଜ (2021) - 5/ 73

2008 ପର ଏହା ପ୍ରଥମ ଥର ହୋଇଛି ଯେ, ଅଷ୍ଟ୍ରେଲିଆ ଟିମ ଗାବାରେ ସମସ୍ତ 10 ୱିକେଟ ହରାଇଛି ଓ 1987 ପରେ ଏହା କେବଳ 3ୟ ଥର ହୋଇଛି । 4ର୍ଥ ଟେଷ୍ଟରେ ଅଭିଜ୍ଞ ବୋଲରଙ୍କ ବିନା ଟିମ ଇଣ୍ଡିଆର ଏହି ପ୍ରଦର୍ଶନ ବାସ୍ତବିକ ପ୍ରଶଂସନୀୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 18, 2021, 4:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.