ETV Bharat / sports

ଉଇକିପିଡିଆ ପେଜ୍‌ରେ 'ଅନ୍ଧ ଅମ୍ପେୟାର'

author img

By

Published : Aug 5, 2019, 9:02 PM IST

ୱେଷ୍ଟଇଣ୍ଡିଜ୍‌ର ଅମ୍ପେୟାର ଜୋଏଲ ୱିଲିସନଙ୍କ ଉଇକିପିଡିଆ ପେଜକୁ ଏଡିଟ କରି ଜଣେ ଫ୍ୟାନ ତାଙ୍କୁ 'ଅନ୍ଧ ଅମ୍ପେୟାର' ବୋଲି ଲେଖିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଅମ୍ପେୟାରଙ୍କ ଭୁଲ ଡିସିସନ ପାଇଁ ଏମିତି ତାଙ୍କୁ ଟ୍ରୋଲ କଲେ ଫ୍ୟାନ୍ସ । ତେବେ ଏହି ଟ୍ରୋଲ ସୋସିଆଲ ମିଡିଆରେ ନୂହେଁ । ବରଂ ସିଧା ଉଇକିପିଡିଆରେ। ସମ୍ପୃକ୍ତ ଅମ୍ପେୟାରଙ୍କ ଉଇକିପିଡିଆ ପେଜକୁ ଏଡିଟ କରି ଜଣେ ଫ୍ୟାନ ତାଙ୍କୁ 'ଅନ୍ଧ ଅମ୍ପେୟାର' ବୋଲି କହିଛନ୍ତି । ତେବେ ଏହି ଅମ୍ପୋୟର ଜଣଙ୍କ ହେଉଛନ୍ତି, ୱେଷ୍ଟଇଣ୍ଡିଜ୍‌ର ଜୋଏଲ ୱିଲିସନ ।

fan edit upmpire jole wilson's wikipedia page
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଚଳିତ ଆସେସ ସିରିଜର ପ୍ରଥମ ମ୍ୟାଚର ଆରମ୍ଭରେ ୱିଲିସନ ଏକ ଭୁଲ ଡିସିସନ ଦେଇଥିଲେ । ଫଳରେ ଜଣେ ଫ୍ୟାନ୍ସ ତାଙ୍କ ଉଇକିପିଡିଆ ପେଜକୁ ଏଡିକ କରି ଲେଖିଛନ୍ତି, "ଜୋଏଲ ସେଲଡନ ୱିଲିସନ( ଜନ୍ମ 30 ଡିସେମ୍ବର 1966) ଜଣେ ଅନ୍ଧ ଅନ୍ତର୍ଜାତୀୟ ଅମ୍ପେୟାର । ସେ ବର୍ତ୍ତମାନ ଆଇସିସି ଏଲିଟ୍ ପ୍ୟାନେଲର ଅମ୍ପେୟାର ରହିଛନ୍ତି ।" ଯଦିଓ ଏହା ସ୍ଥାୟୀ ଭାବେ ରହିନାହିଁ । କିନ୍ତୁ ଜୋଏଲ ୱିଲିସନଙ୍କ ପାଇଁ ଏହା ଏକ ଲଜ୍ଜାଜନକ କଥା ହୋଇଛି ।

ସେହିପରି ଆଉ ଜଣେ କେହି କ୍ରିକେଟ ପ୍ରେମୀ ତାଙ୍କ ଭୁଲ ନିଷ୍ପତ୍ତିରେ କ୍ଷୁବ୍ଧ ହୋଇ ପେଜକୁ ଏଡି କରି ସେ ଜଣେ ଅନ୍ତର୍ଜାତୀୟ ଅମ୍ପେୟାର ନୁହଁନ୍ତି ବୋଲି ଲେଖିଛନ୍ତି । ତେବେ ଏଡିଟ୍‌ ପେଜରେ ଏପରି ଲେଖାଯାଇଛି । ଜୋଏଲ ସେଲଡନ ୱିଲିସନ( ଜନ୍ମ 30 ଡିସେମ୍ବର 1966) ଜଣେ ଅନ୍ତର୍ଜାତୀୟ ଅମ୍ପେୟାର ନୁହଁନ୍ତି । ସେ ବର୍ତ୍ତମାନ ଆଇସିସି ଏଲିଟ ପ୍ୟାନେଲର ଅମ୍ପେୟାର ରହିଛନ୍ତି ।"

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.