ନୂଆଦିଲ୍ଲୀ: ଭାରତୀୟ କ୍ୟାପଟେନ ବିରାଟ କୋହଲି ପତ୍ନୀ ଅନୁଷ୍କାଙ୍କୁ ବଡ ବୟାନ ଦେଇଛନ୍ତି । ପତ୍ନୀଙ୍କୁ 'ସାମର୍ଥ୍ୟର ମୂଳଦୁଆ' ବୋଲି ସମ୍ବୋଧନ କରିଛନ୍ତି କୋହଲି ।

ନକାରାତ୍ମକତାକୁ କିପରି ମୁକାବିଲା କରାଯିବ ସେନେଇ ବିସ୍ତୃତ ବାର୍ତ୍ତାଳାପରେ ଏହା କହିଛନ୍ତି କ୍ୟାପଟେନ କୋହଲି ।
ମାନସିକ ସ୍ତରରେ, ପତ୍ନୀଙ୍କ ସହ ବିଶେଷ ଭାବେ ବାର୍ତ୍ତାଳାପ କରିଥାଏ । ମାନସିକ ସ୍ଥିତିକୁ ନେଇ ଅନୁଷ୍କାଙ୍କ ସହ ସବିଶେଷ ଆଲୋଚନା ହୁଏ । ଇଂଲଣ୍ଡର ପ୍ରଥମ ଶ୍ରେଣୀ କ୍ରିକେଟର ମାର୍କ ନିକୋଲାସଙ୍କଙ୍କର ନୂଆ କାର୍ଯ୍ୟକ୍ରମ ପୋଡକାଷ୍ଟ- 'ନଟ୍ ଜଷ୍ଟ କ୍ରିକେଟର' ଏହା କହିଛନ୍ତି ବିରାଟ କୋହଲି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ