ETV Bharat / sports

ଚଳିତବର୍ଷ ଆଇପିଏଲ ନେଇ ଆଶାବାଦୀ ଅନିଲ କୁମ୍ବଲେ

author img

By

Published : May 28, 2020, 2:42 PM IST

ଆଇପିଏଲ 2020ର ଆୟୋଜନ ନେଇ ଆଶାବାଦୀ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ-କୋଚ ଅନିଲ କୁମ୍ବଲେ । ଖାଲି ଷ୍ଟାଡିୟମରେ ବିନା ଦର୍ଶକରେ ହେଲେ ମଧ୍ୟ ଚଳିତ ବର୍ଷ ଆଇପିଏଲ ହୋବାର ସମ୍ଭାବନା ରହିଛି କହିଛନ୍ତି କୁମ୍ବଲେ ।

Anil Kumble optimistic of IPL happening this year
ଚଳିତବର୍ଷ ଆଇପିଏଲ ନେଇ ଆଶାବାଦୀ ଅନିଲ କୁମ୍ବଲେ

ନୂଆଦିଲ୍ଲୀ: ଆଇପିଏଲ 2020ର ଆୟୋଜନ ନେଇ ଆଶାବାଦୀ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ-କୋଚ ଅନିଲ କୁମ୍ବଲେ । ଖାଲି ଷ୍ଟାଡିୟମରେ ବିନା ଦର୍ଶକରେ ହେଲେ ମଧ୍ୟ ଚଳିତ ବର୍ଷ ଆଇପିଏଲ ହୋବାର ସମ୍ଭାବନା ରହିଛି କହିଛନ୍ତି କୁମ୍ବଲେ । ଯାତ୍ରା ଜନିତ ସମସ୍ୟା ହେଲେ 3-4ଟି ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯାଇପାରେ ବୋଲି ମଧ୍ୟ ସେ ଅନୁମାନ କରିଛନ୍ତି ।

ମହାମାରୀ କୋରୋନା ଭାଇରସ ଲକଡାଉନ କାରଣରୁ ଏହି ହାଇଭୋଲଟେଜ ଟି-20 ଲିଗର ଭାଗ୍ୟ ଅନ୍ଧାରରେ ରହିଛି । ତେବେ ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ମଧ୍ୟ, ଅକ୍ଟୋବରରେ ଆଇପିଏଲ ଆୟୋଜନ ପାଇଁ ବିସିସିଆଇ ଚିନ୍ତାକରୁଥିବା ଚର୍ଚ୍ଚା ହେଉଛି ।

ଆଇପିଏଲ ଫ୍ରାଞ୍ଚାଇଜ କିଙ୍ଗ୍ସ ଇଲେଭେନ ପଞ୍ଜାବର ମୁଖ୍ୟ କୋଚ ରହିଛନ୍ତି ଅନିଲ କୁମ୍ବଲେ । ଏଥିସହିତ ଆଇସିସି କ୍ରିକେଟ କମିଟିର ଚେୟାରମ୍ୟାନ ମଧ୍ୟ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.