ETV Bharat / sports

ଏହି ପଦରୁ ଇସ୍ତଫା ଦେଲେ ଅମିତ ଶାହ - Amit Shah

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଗୁଜରାଟ କ୍ରିକେଟ ଆସୋସିଏସନ (ଜିସିଏ) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ।

ଗୁଜରାଟ କ୍ରିକେଟ ଆସୋସିଏସନସଭାପତି ପଦରୁ ଇସ୍ତଫା ଦେଲେ ଅମିତ ଶାହ
author img

By

Published : Sep 28, 2019, 10:49 PM IST

ମୁମ୍ବାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଗୁଜରାଟ କ୍ରିକେଟ ଆସୋସିଏଶନ (ଜିସିଏ) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ତେଣୁ ଏବେ ଗୁଜୁରାଟ କ୍ରିକେଟ ଆସୋସିଏସନର ସଭାପତି ପଦ ଖାଲି ହୋଇଛି । ତେବେ ଶୀଘ୍ର ଏହି ପଦ ପୂରଣ ହେବା ନେଇ ସଙ୍ଘ ସୂଚନା ଦେଇଛି ।

2014ରେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଜିସିଏ ସଭାପତି ପଦ ଛାଡ଼ିବା ପରେ ଶାହ ଦାୟିତ୍ୱ ଗ୍ରହଣ କରିଥିଲେ । ଉପ ସଭାପତି ପାରିମଲ ନାଥଓ୍ବାନି ମଧ୍ୟ ପଦ ଛାଡ଼ିଛନ୍ତି । ତେବେ ଏହି ପଦରେ ତାଙ୍କ ପୁଅ ଧନରାଜ ରହିଛନ୍ତି । ସେହିପରି ଯୁଗ୍ମ ସମ୍ପାଦକ ପଦରେ ଥିବା ଶାହଙ୍କ ପୁଅ ନିଜ ଦାୟିତ୍ୱ ଜାରି ରଖିବେ ।

Intro:Body:

sdfh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.