ETV Bharat / sports

ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ରେସରେ ଅଜିତ ଅଗରକର

author img

By

Published : Jan 25, 2020, 10:15 AM IST

ସିନିୟର ଟିମ ଇଣ୍ଡିଆ ଜାତୀୟ ଚୟନକର୍ତ୍ତା କମିଟି ସଦସ୍ୟ ରେସ୍‌ରେ ଭେଟେରାନ ଭାରତୀୟ କ୍ରିକେଟର ଅଜିତ ଅଗରକର । ମୁଖ୍ୟ ଚେୟାରମ୍ୟାନ ପୋଷ୍ଟ ପାଇଁ ଆବେଦନ କରିଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଅଗରକର । ଅଧିକ ପଢନ୍ତୁ...

Ajit Agarkar national selector
ମୁଖ୍ୟ ଚୟନକର୍ତ୍ତା ହେବେ ଅଗରକର

ମୁମ୍ବାଇ: ଭାରତୀୟ ସିନିୟର କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ହୋଇପାରନ୍ତି ଭେଟେରାନ ପୂର୍ବତନ କ୍ରିକେଟର ଅଜିତ ଅଗରକର । ଜାତୀୟ ଚୟନକର୍ତ୍ତା କମିଟି ସଦସ୍ୟ ରେସ୍‌ରେ ଅଗରକର ସାମିଲ ହେବାପରେ ଏହି ଚର୍ଚ୍ଚା ଜୋର ଧରିଛି । ମୁଖ୍ୟ ଚେୟାରମ୍ୟାନ ପୋଷ୍ଟ ପାଇଁ ଆବେଦନ କରିଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଅଗରକର । ଭେଙ୍ଗଟସ ପ୍ରସାଦ ଓ ଲକ୍ଷ୍ମଣ ଶିବରାମକ୍ରୀଷ୍ଣନ ମଧ୍ୟ ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଦାବିଦାର ରହିଛନ୍ତି । ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କ୍ରିକେଟ ଆଡଭାଇଜାରି କମିଟି(CAC) ଗଠନ କରିବେ । ଏହି କମିଟି ଚୟନକର୍ତ୍ତା କମିଟି ନେଇ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବ ।

Ajit Agarkar national selector
ଚୟନକର୍ତ୍ତା କମିଟିରେ ସ୍ଥାନ ପାଇଁ ମୁଖ୍ୟ ଆବେଦନକାରୀ

ଅଗରକର ପୂର୍ବରୁ ମୁମ୍ବାଇ ସିନିୟର କ୍ରିକେଟର କମିଟିର ଚେୟାରମ୍ୟାନ ଭାବେ କାର୍ଯ୍ୟ କରିଛନ୍ତି । ଚୟନକର୍ତ୍ତା କମିଟି ପାଇଁ ଆବେବେଦନର ଶେଷ ତାରିଖ ବିସିସିଆଇ ପକ୍ଷରୁ 24 ଜାନୁଆରୀ ଧାର୍ଯ୍ୟ କରାଯାଇଥିଲା ।

Ajit Agarkar national selector
ଅଜିତ ଅଗରକର
ଟିମ ଇଣ୍ଡିଆର ଅନ୍ୟତମ ପ୍ରମୁଖ ଷ୍ଟାର ବୋଲର ଥିଲେ ଅଜିତ ଅଗରକର । ନିଜ ସମୟର ଅନ୍ୟତମ ଦ୍ରୁତ ଭାରତୀୟ ବୋଲର । ମାତ୍ର 23 ଟି ମ୍ୟାଚରୁ ଦ୍ରୁତ 50 ୱିକେଟ ହାସଲ କରିଥିଲେ ଏହି ଷ୍ଟାର ବୋଲର । 42 ବର୍ଷିୟ ଅଗରକର ଭାରତ ପାଇଁ 26ଟି ଟେଷ୍ଟ, 191ଟି ଦିନିକିଆ ଓ 3ଟି ଟି20 ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସମସ୍ତ ଫର୍ମାଟରେ ମୋଟ 349 ୱିକେଟ ଏହି ମହାନ କ୍ରିକେଟରଙ୍କ ନାମରେ ରହିଛି ।ନଜର ପକାନ୍ତୁ ଚୟନକର୍ତ୍ତା କମିଟିରେ ସ୍ଥାନ ପାଇଁ ଆବେଦନକାରୀଙ୍କ(ମୁଖ୍ୟ) ଉପରେ:
ଅଜିତ ଅଗରକର(ମୁମ୍ବାଇ)
ଚେତନ ଶର୍ମା(ହରିୟାଣା)
ନବନ ମୋଙ୍ଗିଆ(ବରୋଦା)
ଲକ୍ଷ୍ମଣ ଶିବରାମକ୍ରୀଷ୍ଣନ(ତାମିଲନାଡୁ)
ରାଜେଶ ଚୌହାନ(ମଧ୍ୟପ୍ରଦେଶ)
ଅମୟ ଖୁରାସିଆ(ମଧ୍ୟପ୍ରଦେଶ)
ଜ୍ଞାନେନ୍ଦ୍ର ପାଣ୍ଡେ(ଉତ୍ତର ପ୍ରଦେଶ)
ପ୍ରୀତମ ଗାନ୍ଧେ(ବିଦର୍ଭ)

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.