ମୁମ୍ବାଇ: କୋରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ ଦେଶରେ ଲାଗୁ ହୋଇଛି 21ଦିନ ଲକଡାଉନ । ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିବା 21ଦିନ ଲକଡାଉନ ଏପ୍ରିଲ 14ରେ ଶେଷ ହେଉଛି । ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏପ୍ରିଲ 30 ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ଏହି ନିଷ୍ପତିକୁ ସମର୍ଥନ କରିଛନ୍ତି କ୍ରିକେଟର ଅଜିଙ୍କ୍ୟ ରାହାଣେ ।
-
We need to combat the #Covid19 situation and prevent it from spreading more. Let’s support the decision of our @CMOMaharashtra to extend the lockdown in Maharashtra. Our teamwork and unity shall immensely help to curb this virus. @AUThackeray #IndiaFightsCorona
— Ajinkya Rahane (@ajinkyarahane88) April 11, 2020 " class="align-text-top noRightClick twitterSection" data="
">We need to combat the #Covid19 situation and prevent it from spreading more. Let’s support the decision of our @CMOMaharashtra to extend the lockdown in Maharashtra. Our teamwork and unity shall immensely help to curb this virus. @AUThackeray #IndiaFightsCorona
— Ajinkya Rahane (@ajinkyarahane88) April 11, 2020We need to combat the #Covid19 situation and prevent it from spreading more. Let’s support the decision of our @CMOMaharashtra to extend the lockdown in Maharashtra. Our teamwork and unity shall immensely help to curb this virus. @AUThackeray #IndiaFightsCorona
— Ajinkya Rahane (@ajinkyarahane88) April 11, 2020
ଏନେଇ ରାହାଣେ ଏକ ଟ୍ବିଟ କରିଛନ୍ତି । ଅଧିକ କୋରୋନା ସଂକ୍ରମଣକୁ ରୋକିବାକୁ ମୁଖ୍ୟମନ୍ତ୍ରୀ ନେଇଥିବା ନିଷ୍ପତିକୁ ସମର୍ଥନ କରିବହା ଉଚିଚ ବୋଲି ଟ୍ବିଟରେ ଲେଖିଛନ୍ତି ରାହାଣେ ।
ପୂର୍ବରୁ ଓଡିଶା, ପଞ୍ଜାବ, ତେଲେଙ୍ଗାନା ଲକଡାଉନ ସମୟସୀମାକୁ ବୃଦ୍ଧି କରିବାକୁ ନିଷ୍ପତି କରିଛନ୍ତି । ମହାରାଷ୍ଟ୍ର ମଧ୍ୟ ଏପ୍ରିଲ 30 ପର୍ଯ୍ୟନ୍ତ ଲକଡାଉନ ଘୋଷଣା ହୋଇଛି ।
ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରରେ କୋରାନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହିଛି ।