ETV Bharat / sports

ଭାରତରେ ଆଇପିଏଲ ଆୟୋଜନ ପାଇଁ ଗାଙ୍ଗୁଲିଙ୍କୁ ଅନୁରୋଧ - conduct IPL in India

ସୂଚନାଥାଉ କି, ୟୁଏଇରେ ଆସନ୍ତା ସେପ୍ଟେମ୍ବର 19ରୁ ଅକ୍ଟୋବର 10 ଯାଏଁ ଆଇପିଏଲ ଆଜୋୟନ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଆଜି ଆଇପିଏଲର ପରିଚାଳନା ପରିଷଦ ବୈଠକ ବସିବାକୁ ଯାଉଛି ।

aditya-verma-requests-sourav-ganguly-to-conduct-ipl-in-india
ଭାରତରେ ଆଇପିଏଲ୍ ଆୟୋଜନ ପାଇଁ ଗାଙ୍ଗୁଲିଙ୍କୁ ଅନୁରୋଧ
author img

By

Published : Aug 2, 2020, 7:23 PM IST

ନୂଆଦିଲ୍ଲୀ: ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାରେ ମୂଳ ଆବେଦନକାରୀ ଆଦିତ୍ୟ ବର୍ମା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଭାରତରେ ଇଣ୍ଡିଆନ୍ ପ୍ରିମିୟର ଲିଗ(ଆଇପିଏଲ)ର 13 ତମ ସଂସ୍କରଣ ଆୟୋଜନ କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ୟୁଏଇ ନୁହେଁ ବରଂ ଭାରତର ଆଇପିଏଲ ଆୟୋଜନ ହେଲେ ଅଧିକ ଫାଇଦା ମିଳିବ ।

ଆଦିତ୍ୟ କହିଛନ୍ତି ଯେ, ଭାରତ ପରି, ୟୁଏଇ ମଧ୍ୟ କୋଭିଡ-19 ମହାମାରୀ କବଳରୁ ସୁରକ୍ଷିତ ନୁହେଁ । ତେବେ ବିସିସିଆଇ ସଭାପତି ଲେଖିଥିବା ଚିଠିକୁ ଟାର୍ଗଟ କରି ଆଦିତ୍ୟ ଭାରତରେ କାହିଁକି ଆଇପିଏଲ ଆଜୋୟନ ହେବା ଉଚିତ୍‌ ବୋଲି ଦର୍ଶାଇଛନ୍ତି ।

ସୂଚନାଥାଉ କି, ୟୁଏଇରେ ଆସନ୍ତା ସେପ୍ଟେମ୍ବର 19ରୁ ଅକ୍ଟୋବର 10 ଯାଏଁ ଆଇପିଏଲ ଆଜୋୟନ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଆଜି ଆଇପିଏଲର ପରିଚାଳନା ପରିଷଦ ବୈଠକ ବସିବାକୁ ଯାଉଛି ।

"ଦୁବାଇ ରଗବୀ ସେଭେନ୍ସ ୟୁଏଇରେ ଏକ ବଡ ଟୁର୍ଣ୍ଣାମେଣ୍ଟ । ଯାହା କି ନଭେମ୍ବରରେ ଏହା ଅନୁଷ୍ଠିତ ହେବାକୁ ଥିଲା । ମାତ୍ର ସେଠାକାର କୋରୋନା ସ୍ଥିତି ପାଇଁ ଏହାକୁ ସ୍ଥଗିତ ରଖା ଗଲା । ତେଣୁ ଆଇପିଏଲ ସେଠାରେ କିପରି ଆୟୋଜନ ହେବ ? ମୁଁ ଦାଦା (ଗାଙ୍ଗୁଲି) କୁ ଏକ ଚିଠି ଲେଖି ଅନୁରୋଧ କରିଛି ଯେ, ଭାରତରେ ଆଇପିଏଲ୍ ହେଉ ’’ ବୋଲି ଆଦିତ୍ୟ କହିଛନ୍ତି ।

ତେବେ ଭାରତରେ 5 ଲକ୍ଷରୁ ଉର୍ଦ୍ଧ୍ବ ସକ୍ରିୟ ମାମଲା ଥିବା ବେଳେ ମୁମ୍ବାଇ ପରି ସହରରେ ବାୟୋ-ବବୁଲ ସୃଷ୍ଟି କରି ମ୍ୟାଚ ଆୟୋଜନ କରି ହେବ ବୋଲି କହିଛନ୍ତି ଆଦିତ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.