ETV Bharat / sports

ମେଲବୋର୍ଣ୍ଣକୁ ମନେପକାଇଲେ ମୟଙ୍କ, ଖେଳିଥିଲେ ପ୍ରଥମ ଟେଷ୍ଟ

author img

By

Published : Dec 25, 2020, 11:03 PM IST

ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ କ୍ରିକେଟର ଲମ୍ବା ଫର୍ମାଟରେ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚ 26 ଡିସେମ୍ବର 2018ରେ ଖେଳିଥିଲେ ମୟଙ୍କ । ଅଧିକ ପଢନ୍ତୁ...

A memory I'll cherish forever: Mayank recalls Test debut at MCG
ମେଲବୋର୍ଣ୍ଣକୁ ମନେପକାଇଲେ ମୟଙ୍କ, ଖେଳିଥିଲେ ପ୍ରଥମ ଟେଷ୍ଟ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ଶୁକ୍ରବାର ନିଜର ଟେଷ୍ଟ ଡେବ୍ୟୁ ମ୍ୟାଚକୁ ମନେପକାଇଛନ୍ତି । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ କ୍ରିକେଟର ଲମ୍ବା ଫର୍ମାଟରେ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚ 26 ଡିସେମ୍ବର 2018ରେ ଖେଳିଥିଲେ ମୟଙ୍କ ।

ପଦାର୍ପଣ ଟେଷ୍ଟରେ ସେ ଯଥାକ୍ରମେ 76 ଓ 42 ରନର ଉପଯୋଗୀ ଇଂନିସ ଖେଳିଥିଲେ । ଫଳରେ 137 ରନରେ ମେଲବୋର୍ଣ୍ଣ ଟେଷ୍ଟ ଜିତିଥିଲା ଭାରତୀୟ ଟିମ ।

ସଂଯୋଗବଶତଃ ସମାନ ଡିସେମ୍ବର 26 ରେ ମେଲବୋର୍ଣ୍ଣରେ ଚଳିତ ବର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ମ୍ୟାଚ ଖେଳାଯାଉଛି ।

ମୟଙ୍କ ଏନେଇ ଟ୍ବିଟ ଯୋଗେଁ ଡେବ୍ୟୁ ମ୍ୟାଚ ଫଟୋ ସେୟାର କରିବା ସହ ସର୍ବଦା ସ୍ମରଣ ରହିବ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.