ETV Bharat / sports

ଟି-20 ବିଶ୍ବକପରେ ଧୋନି ଖେଳିବା ଉଚିତ: ମହମ୍ମଦ କୈଫ - ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି

ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ପୂର୍ବତନ କ୍ରିକେଟର ମହମ୍ମଦ କୈଫଙ୍କ ବଡ ବୟାନ । ଧୋନିଙ୍କ ପାଖରେ ଅନେକ କ୍ରିକେଟ ବାକି ଅଛି । ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-20 ବିଶ୍ବକପରେ ଧୋନି ଖେଳିବା ଉଚିତ ବୋଲି ଭେଟେରାନ କୈଫ କହିଛନ୍ତି ।

A lot of crickeet left in Dhoni, should play T20 WC: Mahammad kaif
ଟି-20 ବିଶ୍ବକପରେ ଧୋନି ଖେଳିବା ଉଚିତ: ମହମ୍ମଦ କୈଫ
author img

By

Published : Apr 16, 2020, 10:33 AM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ପୂର୍ବତନ କ୍ରିକେଟର ମହମ୍ମଦ କୈଫଙ୍କ ବଡ ବୟାନ । ଧୋନିଙ୍କ ପାଖରେ ଅନେକ କ୍ରିକେଟ ବାକି ଅଛି । ଅଷ୍ଟ୍ରେଲିଆରେ ଖେଳାଯିବାକୁଥିବା ଟି-20 ବିଶ୍ବକପରେ ଧୋନି ଖେଳିବା ଉଚିତ ବୋଲି ଭେଟେରାନ କୈଫ କହିଛନ୍ତି ।

ଅନେକ ଧୋନିଙ୍କ ଆଇପିଏଲ ଫର୍ମକୁ ନେଇ ଟି-20 ବିଶ୍ବକପ ଖେଳିବା ସମ୍ଭାବନା ନେଇ ଚର୍ଚ୍ଚା କରୁଛନ୍ତି । ମାତ୍ର ଧୋନିଙ୍କ ଭଳି ଚମ୍ପିଆନ ଖେଳାଳିଙ୍କ ଆଇପିଏଲ ଫର୍ମକୁ ନେଇ ସେ ଚିନ୍ତିତ ନୁହଁନ୍ତି ବୋଲି କହିଛନ୍ତି ମହମ୍ମଦ କୈଫ । କ୍ରିକେଟ ଜୀବନରେ ଭଲ ଓ ଖରାପ ସମୟ ଆସିଥାଏ । ଏହା କେବଳ ଧୋନିଙ୍କ ସହିତ ନୁହେଁ, ସମସ୍ତ କ୍ରିକେଟରଙ୍କ କ୍ୟାରିୟରରେ ଆସିଥାଏ ।

ଧୋନି ନ୍ୟୁଜିଲାଣ୍ଡ ବିପକ୍ଷରେ 2019 କ୍ରିକେଟ ବିଶ୍ବକପ ସେମିଫାଇନାଲରେ ଶେଷ ଥର ପାଇଁ ଖେଳିଥିଲେ । ମ୍ୟାଚର 49ତମ ଓଭରରେ ଧୋନି ରନଆଉଟ ହେବାପରେ ଭାରତର, ବିଶ୍ବକପ ଆଶା ମଉଳିଯ।ଇଥିଲା । ସେବେଠାରୁ କ୍ରିକେଟରୁ ଦୂରରେ ରହିଛନ୍ତି ଟିମ ଇଣ୍ଡିଆର ଏହି ବିଶ୍ବବିଜୟୀ କ୍ୟାପଟେନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.