ETV Bharat / sports

ଆସେସ ଟେଷ୍ଟ: ୱାର୍ଣ୍ଣରଙ୍କ ଫ୍ଳପ ଶୋ ଜାରି - ଡେଭିଡ ୱାର୍ଣ୍ଣର

ଚଳିତ ଆସେସ ସିରିଜରେ ଅଷ୍ଟ୍ରେଲିଆର ଓପନର ଡେଭିଡ ୱାର୍ଣ୍ଣରଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି । ଏଯାବତ ୱାର୍ଣ୍ଣର 4ଟି ଟେଷ୍ଟରେ ଖେଳିଥିବା 8ଟି ପାଳିରେ ମାତ୍ର ଗୋଟିଏ ଥର 2ଅଙ୍ଗ ପାର କରିପାରିଛନ୍ତି । 2, 8, 3, 5, 65, 0, 0, 0 ୱାର୍ଣ୍ଣରଙ୍କ ସ୍କୋର ରହିଛି ।

ଫଟୋ ସୌଜନ୍ୟ: twitter@ICC
author img

By

Published : Sep 8, 2019, 4:02 AM IST

ମାଞ୍ଚେଷ୍ଟର: ଚଳିତ ଆସେସ ସିରିଜରେ ଅଷ୍ଟ୍ରେଲିଆର ଓପନର ଡେଭିଡ ୱାର୍ଣ୍ଣରଙ୍କ ଖରାପ ପ୍ରଦର୍ଶନ ଜାରିରହିଛି । ୱାର୍ଣ୍ଣର 12 ମାସର ବାସନ୍ଦାଦେଶ ପରେ ଦିନିକିଆ କ୍ରିକେଟକୁ ଫେରିଥିଲେ । ଅଷ୍ଟ୍ରେଲିଆର ବିଶ୍ବକପ ଦଳରେ ସ୍ଥାନ ପାଇଥିଲେ । ବିଶ୍ବକପରେ ଅଷ୍ଟ୍ରେଲିଆର ବ୍ୟାଟିଂ ହିରୋ ଥିଲସେ ୱାର୍ଣ୍ଣର । ଦଳ ପକ୍ଷରୁ ସର୍ବାଧିକ ସ୍କୋର ମଧ୍ୟ ରହିଥିଲେ ।

ତେବେ କ୍ରିକେଟର ଲମ୍ବା ଫର୍ମାଟରେ ଫେଲ ମାରିଛନ୍ତି ୱାର୍ଣ୍ଣର । ଐତିହାସିକ ଆସେସ ସିରିଜରେ କଙ୍ଗାରୁ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ଭାବେ ୱାର୍ଣ୍ଣରଙ୍କୁ ଗଣାଯାଉଥିଲା । ମାତ୍ର ଏଯାବତ ୱାର୍ଣ୍ଣର 4ଟି ଟେଷ୍ଟରେ ଖେଳିଥିବା 8ଟି ପାଳିରେ ମାତ୍ର ଗୋଟିଏ ଥର 2ଅଙ୍ଗ ପାର କରିପାରିଛନ୍ତି । 2, 8, 3, 5, 65, 0, 0, 0 ୱାର୍ଣ୍ଣରଙ୍କ ସ୍କୋର ରହିଛି । 3ୟ ଟେଷ୍ଟରେ 2ୟ ଇଂନିସରେ ୱାର୍ଣ୍ଣର 65ରନ ପାଳି ଖେଳିଥିଲେ ।

ସବୁଠୁ ମଜାଦାର କଥା ହେଉଛି 8ଟି ଇଂନିସରୁ 6ଥର ଷ୍ଟୁଆର୍ଟ ବ୍ରଡଙ୍କ ବଲରେ ୱାର୍ଣ୍ଣର ଆଉଟ ହୋଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.