ETV Bharat / sports

ଆସେସ 4ର୍ଥ ଟେଷ୍ଟ: ପ୍ରଥମ ଇଂନିସରେ ଇଂଲଣ୍ଡ 301ରେ ଅଲଆଉଟ - ଇଂଲଣ୍ଡ

4ର୍ଥ ଆସେସ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଇଂନିସରେ 301 ରନରେ ଅଲଆଉଟ ହୋଇଯାଇଛି ।

ଫଟୋ ସୌଜନ୍ୟ: twitter@ICC
author img

By

Published : Sep 8, 2019, 5:22 AM IST

ମାଞ୍ଚେଷ୍ଟର: 4ର୍ଥ ଆସେସ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଇଂନିସରେ 301 ରନରେ ଅଲଆଉଟ ହୋଇଯାଇଛି । ପୂର୍ବରୁ ଅଷ୍ଟ୍ରେଲିଆ 497-8ରେ ପ୍ରଥମ ଇଂନିସ ଘୋଷଣା କରିଥିଲା । ଫଳରେ ଅଷ୍ଟ୍ରେଲିଆ 196 ରନର ପ୍ରଥମ ଇଂନିସ ଅଗ୍ରଣୀ ଲାଭ କରିଛି ।

Ashes test
ଫଟୋ ସୌଜନ୍ୟ: twitter@ICC

ଇଂଲଣ୍ଡ ପକ୍ଷରୁ ଓପନର ରରି ବର୍ଣ୍ଣସ ସର୍ବାଧିକ 81 ରନ କରିଛନ୍ତି । କ୍ୟାପଟେନ ରୁଟ 71 ଓ ଷ୍ଟୋକ୍ସ 26 ରନର ପାଳି ଖେଳିଛନ୍ତି । ଶେଷ ୱିକେଟ ଭାବେ ବଟଲର 41 ରନ କରି ଆଉଟ ହୋଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜସ ହେଜଲଉଡ ସର୍ବାଧିକ 4ଟି ୱିକେଟ ଅକ୍ତିଆର କରିଛନ୍ତି । ପାଟ କମିନ୍ସ ଓ ମିଚେଲ ଷ୍ଟାର୍କ 3ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି ।

Ashes test
ଫଟୋ ସୌଜନ୍ୟ: twitter@ICC

2ୟ ଇଂନିସର ବ୍ୟାଟିଂ ଅଷ୍ଟ୍ରେଲିଆ ଜାରି ରଖିଛି । ମାତ୍ର 24 ରନରେ 3ଟି ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.