ETV Bharat / sports

2ୟ ଆସେସ ଟେଷ୍ଟ: ପ୍ରଥମ ପରେ ବର୍ଷା ଧୋଇଲା 3ୟ ଦିନ

2ୟ ଆସେସ ଟେଷ୍ଟରେ ବର୍ଷା ବାଧକ ସାଜିଛି । ପ୍ରଥମ ଦିନର ଖେଳକୁ ସମ୍ପୂର୍ଣ୍ଣ ଧୋଇଦେବା ପରେ 3ୟ ଦିନରେ ପୁଣି ପ୍ରତିବନ୍ଧକ ସାଜିଛି । 3ୟ ଦିନ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆର ସ୍କୋର 4ଟି ୱିକେଟ ହରାଇ 80 ରନ ରହିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)
author img

By

Published : Aug 17, 2019, 12:04 AM IST

ଲଣ୍ଡନ: 2ୟ ଆସେସ ଟେଷ୍ଟରେ ବର୍ଷା ବାଧକ ସାଜିଛି । ପ୍ରଥମ ଦିନର ଖେଳକୁ ସମ୍ପୂର୍ଣ୍ଣ ଧୋଇଦେବା ପରେ 2ୟ ଦିନ ଖେଳ ହୋଇଥିଲା । ତେବେ 3ୟ ଦିନରେ ପୁଣି ବର୍ଷା ତାର ପ୍ରଭାବ ଦେଖାଇଛି । ଇଂଲଣ୍ଡର ପ୍ରଥମ ପାଳି 258 ରନରେ ଶେଷ ହେବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା ।

ଇଂଲଣ୍ଡ ପକ୍ଷରୁ ଯୁବ ପେସ ବୋଲର ଜୋଫ୍ରା ଆର୍ଚର ଡେବ୍ୟୁ କରିଥିଲେ । ପ୍ରଥମରୁ କଙ୍ଗାରୁ ଓପନର କେମେରନ ବେନକ୍ରଫ୍ଟଙ୍କୁ ଆଉଟ କରି ପ୍ରଥମ ଟେଷ୍ଟ ୱିକେଟ ହାସଲ କରିଥିଲେ । ବର୍ଷା ଯୋଗୁ ଖେଳ ଅଧାରୁ ବନ୍ଦ ରହିଥିଲା । ତେବେ ଏହା ପୂର୍ବରୁ ଅଷ୍ଟ୍ରେଲିଆର ସ୍କୋର 4ଟି ୱିକେଟ ହରାଇ 80 ରନ ରହିଛି । ଷ୍ଟିଭ ସ୍ମିଥ ଅପରାଜିତ 13 ଓ ମାଥ୍ୟୁ ୱେଡ କୌଣସି ରନ ନକରି ଅପରାଜିତ ଅଛନ୍ତି ।

Intro:Body:

BREAKING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.