ETV Bharat / sports

2021 ମହିଳା ଦିନିକିଆ ବିଶ୍ବକପ ସମୟସୂଚୀ ଘୋଷଣା - reserve day for all knockouts

ପ୍ରକାଶ ପାଇଛି 2021 ମହିଳା ଦିନିକିଆ ବିଶ୍ବକପ ସମୟସୂଚୀ । ନ୍ୟୁଜିଲାଣ୍ଡରେ ଖେଳାଯିବ ଏହି ବିଶ୍ବକପ । ପ୍ରାୟ 6ଟି ଭେନ୍ୟୁରେ 31 ମ୍ୟାଚର ସୂଚୀ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ଜାରି ହୋଇଛି ।

2021 Women's World Cup
2021 ମହିଳା ଦିନିକିଆ ବିଶ୍ବକପ ସମୟସୂଚୀ ଘୋଷଣା
author img

By

Published : Mar 12, 2020, 11:07 AM IST

ଦୁବାଇ: ପ୍ରକାଶ ପାଇଛି 2021 ମହିଳା ଦିନିକିଆ ବିଶ୍ବକପ ସମୟସୂଚୀ । ନ୍ୟୁଜିଲାଣ୍ଡରେ ଖେଳାଯିବ ଏହି ବିଶ୍ବକପ । ପ୍ରାୟ 6ଟି ଭେନ୍ୟୁରେ 31 ମ୍ୟାଚର ସୂଚୀ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ଜାରି ହୋଇଛି ।

2021 Women's World Cup
2021 ମହିଳା ଦିନିକିଆ ବିଶ୍ବକପ ସମୟସୂଚୀ ଘୋଷଣା

ଅକଲାଣ୍ଡ, ହାମିଲଟନ, ତୌରଙ୍ଗା, ୱେଲିଂଟନ, ଖ୍ରୀଷ୍ଟଚର୍ଚ୍ଚ ଓ ଦୁନେଦିନ 6ଟି ଭେନ୍ୟୁ ରହିଛି । ତୌରଙ୍ଗା ଓ ହାମିଲଟନରେ ଯଥାକ୍ରମେ ମାର୍ଚ୍ଚ 3 ଓ ମାର୍ଚ୍ଚ 4ରେ ପ୍ରଥମ ଓ 2ୟ ସେମିଫାଇନାଲ ମୁକାବିଲା ଖେଳାଯିବ । ଫାଇନାଲ ମ୍ୟାଚ ହେଙ୍ଗଲି ଓଭାଲରେ ମାର୍ଚ୍ଚ 7ରେ ଖେଳାଯିବ । ଫେବୃଆରୀ 6 2021ରେ ବିଶ୍ବକପର ପ୍ରଥମ ମ୍ୟାଚ ଖେଳାଯିବ ।

  • The #CWC21 was launched at the Basin Reserve in Wellington amid much fanfare, in the presence of New Zealand PM Jacinda Ardern among other esteemed individuals! pic.twitter.com/teE9EDvszq

    — Cricket World Cup (@cricketworldcup) March 11, 2020 " class="align-text-top noRightClick twitterSection" data=" ">

ତେବେ ଆଇସିସି ପକ୍ଷରୁ ସମସ୍ତ 3ଟି ନକଆଉଟ ମ୍ୟାଚରେ(ସେମିଫାଇନାଲ, ଫାଇନାଲ) ରିଜର୍ଭ ଡେ ରଖାଯାଇଛି ।

  • The full fixture list for next year's ICC Women's Cricket World Cup in New Zealand.

    Less than 11 months to go until the tournament opener!#CWC21 pic.twitter.com/nc6oWjVjAF

    — Cricket World Cup (@cricketworldcup) March 10, 2020 " class="align-text-top noRightClick twitterSection" data=" ">

ଆଇସିସି ମହିଳା ଟି-20 ବିଶ୍ବକପରେ କୌଣସି ରଜର୍ଭ ଡେ ର ବ୍ୟବସ୍ଥା ରଖାଯାଇନଥିଲା । ଫଳରେ ଆଇସିସିକୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ସେମିଫାଇନାଲ ମୁକାବିଲା ବର୍ଷା ଯୋଗୁଁ ଧୋଇଯାଇଥିଲା । ପରେ ବିନା ପରାଜୟରେ ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା । ଭାରତୀୟ ଦଳ ଗ୍ରୁପ ପର୍ଯ୍ୟାୟରେ ସମସ୍ତ ମ୍ୟାଚରେ ବିଜୟୀ ହୋଇଥିବା ଯୋଗୁଁ ଫାଇନାଲକୁ ଉନ୍ନିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.